Browsing Tag

drunk man

ନିଶାରେ ମାତାଲ୍ ପୋଲିସ ବାବୁ, ରାଜରାସ୍ତାରେ ଗାଡ଼ି ଷ୍ଟାର୍ଟ ରଖି ଭିତରେ ଶୋଇପଡ଼ିଛନ୍ତି

ଆରେ ଆରେ ଏ କ'ଣ? ରାସ୍ତା ଉପରେ ଏମିତି ଗାଡି ଷ୍ଟାର୍ଟ କରି କାହିଁକି ସୋଇଛନ୍ତି ଏ ବାବୁ ଜଣକ । ଏ ବାବୁ ଜଣକ ହେଉଛନ୍ତି ଜଣେ ପୋଲିସ କନେଷ୍ଟବଳ । ଦେଖୁନାହାନ୍ତି କେମିତି ନିଘୋଡ଼ ଦିନରେ ସୋଇଛନ୍ତି ସେ ବି ପୁଣି ବିଚ ରାସ୍ତାରେ । ଏ ପୋଲିସ ବାବୁଙ୍କର ହୋଇଛି କଣ? ତାଙ୍କ ଦେହ ଭଲ ନାହିଁ କି? ହଁ…

ନିଶାରେ ଥାଇବି ହୋସରେ ଅଛନ୍ତି, ଲାଇନ ତାର ଉପରେ ନିର୍ଭୟରେ ଶୋଇଛନ୍ତି

ପ୍ରତିଦିନ ଲୋକମାନେ ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ଯେମିତିକି ଇନଷ୍ଟାଗ୍ରାମ ,ଫେସବୁକ, ଏବଂ ଏକ୍ସ ପ୍ଲାର୍ଟଫର୍ମରେ । ଆପଣମାନେ ବିଭିନ୍ନ ସ୍ଥାନରେ ଏଭଳି ଅନେକ ରୋଚକ ଭିଡିଓ ନିହାତି ଦେଖିଥିବେ । କିଛି ଆକାଉଣ୍ଟ ଏଭଳି ହୋଇଥାଏ ଯେପରିକି ବହୁତ କିଛି ଦୁନିଆରେ…

ଚିଡ଼ିଆଖାନାରେ ପଶି ସିଂହ ସହ ପଙ୍ଗା, ଭାଇରାଲ ହେଉଛି ଭିଡିଓ

ସିଂହକୁ ନାଲି ଆଖି । ଚିଡ଼ିଆଖାନାରେ ପଶି ସିଂହ ସହ ପଙ୍ଗା । ସିଂହ ଭଳି ହିଂସ୍ର ଜନ୍ତୁକୁ ଦେଖିଲେ ଯେ କେହି ବି ଭୟ କରିବ । କିନ୍ତୁ ଜଣେ ଯୁବକ ସିଂହ ସାମ୍ନାରେ ଏମିତି ବୁଲୁଥିଲେ ଯେମିତି ସିଂହଟି ତାଙ୍କର କିଛି କ୍ଷତି କରିବନି । ତେବେ ଯୁବକ ଓ ସିଂହର ଏକ ଭାଇରାଲ ଭିଡିଓ ଏବେ ମୋବାଇଲରୁ…

ଶିକ୍ଷକଙ୍କୁ ବାୟା କଲା ନାଲି ପାଣି: ରାସ୍ତାରେ ପଡି ଗଡିଲେ, ଚାକିରି ହରାଇଲେ

ନୀଳଗିରି(କେନ୍ୟୁଜ୍): ବିଚ୍ ରାସ୍ତା ଉପରେ ଚାଲିଛି ପ୍ରହସନ । ନିଶା ଖାଇ ଟଳମଳ ହୋଇ ଜଣେ ବ୍ୟକ୍ତି ରାସ୍ତା ଉପରେ ଶୋଇଛନ୍ତି । ପାଖରେ ଥୁଆ ହୋଇଛି ତାଙ୍କ ସାଇକେଲ । ଏମିତି ନିଶା ଯେ ରାସ୍ତା ଘାଟ କିଛି ମୁଣ୍ଡରେ ପଶୁନି ତାଙ୍କର । ଯୋଉଠି ପାଇଲେ ସେଇଠି ଶୋଇପଡିଲେ ।  ଇଏ କୁଆଡେ…

ମଦ୍ୟପ ଘଟାଇଲେ ଅମାନବୀୟକାଣ୍ତ : କୁକୁରର ଲାଞ୍ଜ ଓ କାନ କାଟି ଚାଖଣା କରି ଖାଇଲେ ମଦୁଆ

ନୂଆଦିଲ୍ଲୀ : ନିଶା କଣ ବା ନ କରିପାରେ ? ଉତ୍ତରପ୍ରଦେଶର ବରେଲୀରେ ଜଣେ ମଦ୍ୟପ ଏ ଭଳି କାଣ୍ଡ ରଚିଛନ୍ତି ଯେ, ତାଙ୍କ ମନୁଷ୍ୟପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ବ୍ୟକ୍ତି ମଦ ନିଶାରେ ଘଟାଇଛନ୍ତି ଅଭାବନୀୟ ଘଟଣା। ନିଶାରେ କୁକୁରର କାନ ଓ ଲାଞ୍ଜ କାଟି ଲୁଣ ମିଶାଇ ଖାଇଥିବା…

ନିଶାଶକ୍ତ ଅବସ୍ଥାରେ ଦୁଇ ଯୁବକଙ୍କ ମଧ୍ଯରେ ବଚସା, ଉଭୟ ଉଭୟଙ୍କର କାଟିଲେ ଗଳା

ଖୋର୍ଦ୍ଧା(କେନ୍ୟୁଜ୍): ନିଶାଶକ୍ତ ଅବସ୍ଥାରେ ଦୁଇ ଯୁବକଙ୍କ ମଧ୍ଯରେ ବଚସାକୁ କେନ୍ଦ୍ର କରି ଉଭୟ ଉଭୟଙ୍କର ଗଳା କାଟିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଗୁରୁଜଙ୍ଗ ରାସ୍ତାରେ। ଉଭୟ ଯୁବକ ସେହି ଅଞ୍ଚଳର ରସନ ତନ୍ତି ଓ ସୁମନ ବାରିକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ: ଘର ଭିତରେ ୨ ସନ୍ତାନ, ସ୍ତ୍ରୀ ଓ ବାପା ମାଆଙ୍କୁ ତାଲା ପକାଇ ଲଗାଇଦେଲା ନିଆଁ !

କାମାକ୍ଷାନଗର(କେନ୍ଯୁଜ୍): ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ। ଘର ଭିତରେ ୨ ସନ୍ତାନ, ସ୍ତ୍ରୀ ଓ ବାପା ମାଆଙ୍କୁ ତାଲା ପକାଇ ନିଆଁ ଲଗାଇଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ-କାମାକ୍ଷାନଗର ଥାନା ଖୋକସା ଗାଁରେ। ପରିବାର ଲୋକଙ୍କ ପାଟି ଶୁଣି ଗାଁଲୋକ ସମସ୍ତଙ୍କୁ ଉଦ୍ଧାର କରିଥିଲେ।…

ମଦ୍ୟପ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ: ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆରେ କଲା ସିରିଜ ଆକ୍ରମଣ, ୩ଗୁରୁତର

ବାଲିଗୁଡା(କେନ୍ଯୁଜ୍): ମଦ୍ୟପ ବ୍ୟକ୍ତିଙ୍କ ଉନ୍ନତକାଣ୍ଡ । ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆ ରେ ସିରିଜ ଆକ୍ରମଣ। ମଦ ନିଶା ରେ ଗାଁ ମଝିରେ ଗୋଡେଇ ଗୋଡେଇ ଜଣକ ପରେ ଜଣ କୁ ତିନି ଜଣ କୁ ଟାଙ୍ଗିଆ ରେ ହାଣି ଲହୁ ଲୁହାଣ କରିଛି ମଦ୍ୟପ। ତିନି ଜଣଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ମହିଳା ଓ ଜଣେ…

୧୦୦କୁ କଲ୍‌ କରି ଥାନାକୁ ନେବାକୁ ଅନୁରୋଧ କଲା ମଦୁଆ, କାରଣ ଶୁଣିଲେ ହୋଇଯିବେ ଇମୋସ୍‌ନାଲ; ଦେଖନ୍ତୁ ଭିଡିଓ

ମଦ ଏକ ଏମିତି ନିଶା, ଯାହା ସହଜେ ଛାଡ଼େନି। ନିଶା ଛଡ଼ାଇବାକୁ ଲୋକମାନେ ବିଭିନ୍ନ ପନ୍ଥା ଆପଣାଇଥାନ୍ତି। ଏଥିପାଇଁ ଅନେକ ଦିନ ଲାଗିଯାଏ। କିନ୍ତୁ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ନିଜର ଏହି ବଦଭ୍ୟାସ ଯୋଗୁ ବିରକ୍ତ ହୋଇ ପୋଲିସକୁ ଫୋନ୍‌ କରିଛି। ଥରେ ନୁହେଁ ତିନି ତିନି ଥର ସେ ପୋଲିସକୁ…

ଜଗତସିଂହପୁର: ବାହାଘରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ, ଲୋକଙ୍କୁ ପିଟି କଲା ଲହୁ ଲୁହାଣ

ଜଗତସିଂହପୁର : ବାହାଘରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ । ଲୋକଙ୍କୁ ପିଟି କଲା ଲହୁ ଲୁହାଣ । ଜଗତସିଂହପୁର ଜିଲ୍ଲା ରାଢ଼ଙ୍ଗ ପଞ୍ଚାୟତର ପୂଜା କଳିଙ୍ଗ ଗାଁରେ ଘଟିଛି ଏହି ଘଟଣା । ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି । ସଂପୃକ୍ତ ଯୁବକକୁ କାବୁ କରିଛି ରଘୁନାଥପୁର ଥାନା ପୋଲିସ । ଆହତଙ୍କୁ ଉଦ୍ଧାର…

ସାଦା ପୋଷାକରେ ମଦୁଆଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଏଏସଆଇଙ୍କ ଉପରେ ବର୍ଷିଲା ମାଡ଼ର ବର୍ଷା, ଭିଡିଓ ହେଉଛି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ଜଣେ ଏଏସଆଇ ସାଦା ପୋଷାକରେ ମଦୁଆଙ୍କୁ କାବୁ କରିବାକୁ ଯାଇଥିବା ବେଳେ, ଦୁଇ ମଦୁଆଙ୍କ ଠାରୁ ମାଡ଼ ଖାଇଥିବା ସମୟର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ତଳା ଛକରେ ବଲଙ୍ଗ ଗ୍ରାମର ଅଲୋକ ସାହୁ ଓ ମହେଶ କୁମାର ସ୍ବାଇଁ ନାମକ…

ନବରଙ୍ଗପୁର ସର୍ଗିଗୁଡା ଗାଁକୁ ମଦମୁକ୍ତ କରିବା ପାଇଁ କଡା କଟକଣା: ମଦୁଆଙ୍କୁ ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ…

ନବରଙ୍ଗପୁର: ମଦୁଆଙ୍କୁ ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ। ଗାଁ ଭିତରକୁ ମଦୁଆଙ୍କୁ ପ୍ରବେଶ ନିଷେଧ ଜାରି କରି ମଦମୁକ୍ତ ଗ୍ରାମ କରିବାକୁ ନିଷ୍ପତି ନେଇଥିଲେ ଗ୍ରାମବାସୀ | ଏଭଳି ସ୍ଥଳେ ଗତକାଲି ୨ଜଣ ମଦ୍ୟପ ମଦ୍ୟ ପାନ କରି ଗାଁ ଭିତରକୁ ପ୍ରବେଶ କରିବାରୁ ଗାଁ ଲୋକେ ମିଶି ଦୁଇ…