Browsing Tag

drunk odisha cop suspended

ମାଲ୍‌ର କମାଲ୍‌ : ମଦୁଆ ପୋଲିସ୍‌ ବାବୁଙ୍କ ଉନ୍ମତ୍ତ କାଣ୍ଡ, ଭାଇରାଲ ହେଲା ଭିଡିଓ

କରଞ୍ଜିଆ (ମୟୂରଭଞ୍ଜ) କେନ୍ଯୁଜ୍: ମେଳାରେ ମାତାଲ୍‌ ପୋଲିସ। ମଦ ପିଇ ଜଣେ କନେଷ୍ଟବଳ ଲୋକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହିର ହିଙ୍ଗୁଳା ମେଳାରେ । ମେଳା ଚାଲିଥିବାବେଳେ ହଠାତ୍‌ ଓଏପିଏଫ…