ମଦ୍ୟପଙ୍କ ଯୁବକଙ୍କ ହାଇଡ୍ରାମା, ଟାୱାର ଉପରେ ଚଢି ଜୀବନ ହରିବାକୁ ଉଦ୍ୟମ
ତାଳଚେର: ମଦ୍ୟପଙ୍କ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଟାୱାର ଉପରେ ଚଢି ଜୀବନ ହରିବାକୁ ଉଦ୍ୟମ କଲେ ଯୁବକ । ତାଳଚେର କଣିହାଁ ବ୍ଲକ ରଙ୍ଗବେଡା ଗାଁ ନିକଟସ୍ଥ ମୋବାଇଲ ଟାୱାର ଉପରେ ଚଢ଼ି ଜୀବନ ହରିବାକୁ ଉଦ୍ୟମ କରିଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ।…