Browsing Tag

drunker police

 ଭୁବନେଶ୍ୱର: ମହଙ୍ଗା ପଡିଲା ଡ୍ୟୁଟିରେ ଅବହେଳା, ନିଲମ୍ବନ ଅବସ୍ଥାରେ ୨ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି

ମହଙ୍ଗା ପଡିଲା ଡ୍ୟୁଟିରେ ଅବହେଳା। ଖବର ପ୍ରସାରଣ ପରେ ୨ଜଣ କନେଷ୍ଟବଳ ନିଲମ୍ବିତ। ଟ୍ରାଫିକ ଡିସିପି କେ.ଏସ୍‌. ବେହେରା ଓ ଏ.କେ. ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ଏମାନେ ଦୁଇ ଜଣ ମଦ୍ୟପାନ କରି ରୂପାଲି ଛକରେ ଡ୍ୟୁଟି କରୁଥିଲେ। ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହାକୁ…