ସୁଗମ ଯାତ୍ରା: ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି, ଆଜିଠୁ ଦିଲ୍ଲୀରେ ଗୁଗଲ ମ୍ଯାପରେ ଦେଖିବାକୁ ମିଳିବ ବସ୍ର…
ଦିଲ୍ଲୀରେ ଆଜିଠାରୁ ଯାତ୍ରୀମାନେ ନିଜ ବସ୍ ଗୁଗଲରେ ଲାଇଭ ଲୋକେସନ ଦେଖିପାରିବେ। ଦିଲ୍ଲୀ ସରକାର ଯାତ୍ରୀଙ୍କୁ ବସ୍ ସମୟରେ ରିଅଲ ଟାଇମ ବିଷୟରେ ସୂଚନା ଦେବା ପାଇଁ ଏବଂ ଦିଲ୍ଲୀରେ ସାର୍ବଜନିକ ପରିବହନ ଲୋକଙ୍କ ପାଇଁ ଅଧିକ ଅନୁକୂଳ ବନାଇବା ପାଇଁ ଗୁଗଲ ସହିତ ହାତ ମିଶାଇଛି।
ଦିଲ୍ଲୀ ପରିବାହନ…