VIDEO: ଦୁବାଇରେ ସାଉଥ୍ ଅଭିନେତା ଅଜିତ କୁମାରଙ୍କ ଦୁର୍ଘଟଣା, ୧୮୦ କିମି ବେଗରେ ଚଲାଉଥିଲେ କାର୍
ତାମିଲ ଷ୍ଟାର୍ ଅଜିତ କୁମାର ଦୁବାଇରେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । କାର୍ ରେସିଂ ଅଭ୍ୟାସ ବେଳେ ଏହି ଦୁର୍ଘଟଣା ଘଟିଛି । ଅଜିତ କୁମାର ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ତାଙ୍କୁ କୌଣସି ବି ଆଘାତ ଲାଗିନାହିଁ । ଦୁର୍ଘଟଣାର ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହା ଦେଖି ଫ୍ୟାନମାନଙ୍କ…