ଖୁବଶୀଘ୍ର ଉଡ଼ିବ ଦୁବାଇ-ଭୁବନେଶ୍ୱର ବିମାନ, ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ
(କେନ୍ୟୁଜ): ଉଡ଼ିବ ଦୁବାଇ-ଭୁବନେଶ୍ୱର ବିମାନ । ଓଡ଼ିଶାରୁ ଦୁବାଇକୁ ବିମାନ ସେବା ଆରମ୍ଭ ନେଇ ଆମେ ଆଶାବାଦୀ ଅଛୁ । ଖୁବଶୀଘ୍ର ଏହା ବାସ୍ତବରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ଅବସରରେ…