ଆଜିଠୁ ପୁଣିଥରେ ଦୁବାଇରୁ ଭାରତକୁ ଉଡ଼ାଣ ଭରିଲା ଏୟାର ଇଣ୍ଡିଆ, ମାନିବାକୁ ପଡ଼ିବ ଏସବୁ ପ୍ରୋଟୋକଲ
ଭାରତ ସମେତ ଅନ୍ୟ ଦେଶକୁ ଆଜିଠୁ ଦୁବାଇରୁ ଆରମ୍ଭ ହୋଇଛି ବିମାନ ସେବା। କରୋନା ଯୋଗୁ ଦୁବାଇରୁ ଅନ୍ୟ ଦେଶକୁ ବିମାନ ଚଳାଚଳ ବନ୍ଦ ଥିବା ବେଳେ ଜୁନ୍ ୨୪ରୁ ଏହି ସେବା ପୁଣି ଆରମ୍ଭ ହୋଇଛି। ଏବେ ଭାରତର ଲୋକ ଦୁବାଇ ଯିବା ଆସିବା କରିପାରିବେ। ସୂଚନା ଯୋଗ୍ୟ ଯେ କରୋନା ସଂକ୍ରମଣ ବୃଦ୍ଧି…