ନିଜ ବିଷୟରେ ଖୁଲାସା କଲେ ପପଷ୍ଟାର, କହିଲେ ଜନ୍ମ ଦିନରେ ଅପହରଣ କରାଯାଇ ୪ ସପ୍ତାହ ମୋ ସହ ହୋଇଥିଲା ଦୁଷ୍କର୍ମ
ସିଙ୍ଗର ଡଫି ଅତୀତରେ ନିଜ ସହ ହୋଇଥିବା ଦୁଷ୍କର୍ମ ଏବଂ ଅନେକ ସପ୍ତାହ ଧରି ଅପହରଣ କରି ରଖାଯାଇଥିବାକୁ ନେଇ ଖୁଲାସା କରିଛନ୍ତି। ରିପୋର୍ଟ ଅନୁଯାୟୀ ୱେଲସର ପପଷ୍ଟାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି କଥାର ଖୁଲାସା କରିଛନ୍ତି। ଡଫି କହିଛନ୍ତି, "ମୋର ଜନ୍ମ ଦିନରେ ମତେ ଏକ ରେଷ୍ଟୁରାଣ୍ଟରେ…