Browsing Tag

dumb couple marriage

ବାଲେଶ୍ବର: ଶାଶ୍ବତ ପ୍ରେମର ନିଚ୍ଛକ ଉଦାହରଣ, କଥା କହିପାରୁନଥିଲେ ବି ଆଖିରେ ଆଖିରେ ପ୍ରେମ ପରେ ପଡିଲା ହାତଗଣ୍ଠି

ଜଳେଶ୍ବର(କେନ୍ୟୁଜ୍):  କେବଳ ଓଠ ପ୍ରେମର ଭାଷା କୁହେନି । ଆଖି ବି କହିପାରେ ଅନକେ କିଛି। ବ୍ୟକ୍ତ କରିପାରେ ହୃଦୟର ଭାବନା।   ଆଉ ସେଇ ଆଖିର ଇସାରାରେ ଏକାଠି ହୋଇଛନ୍ତି ପ୍ରେମୀ ଯୁଗଳ  । ଉଭୟ ପିଲାଟି ଦିନରୁ ମୁକ । କିଛି ସିନା କହି ପାରନ୍ତି ନାହିଁ କିନ୍ତୁ ଠାରରେ ଠାରରେ ସବୁ ବଖାଣି…