ନୂଆ ସଫେଇ ଟେଣ୍ଡରକୁ ନେଇ ବିବାଦରୁ ଉଠୁନି ଅଳିଆ, ବାହାରିବ କି ସମାଧାନର ବାଟ? ଆଜି ବସୁଛି ବିଏମସିର ବୈଠକ
ଭୁବନେଶ୍ୱର(କେନ୍ୟୁଜ୍): ଯୁଆଡେ ଚାହିଁବ ସିଆଡେ ଅଳିଆ। ପାହାଡ଼ ଭଳି ଠିଆ ହୋଇ ରହିଛି କୁଢକୁଢ ଅଳିଆ-ଆବର୍ଜନା। ଗୋଟିଏ ପଟେ ଭୁଆଶୁଣି ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ବିରୋଧ। ୧୮ ଦିନ ହେଲା ଡମ୍ପିଙ୍ଗୟାର୍ଡକୁ ଅଳିଆ ଯାଇ ପାରୁନି। ସେପଟେ ନୂଆ ସଫେଇ ଟେଣ୍ଡର୍କୁ…