Browsing Tag

duplicate account

କଟକ: କେନ୍ଦ୍ରାଞ୍ଚଳ RDCଙ୍କ ନାଁରେ ଜାଲ ଫେସବୁକ ଆକାଉଣ୍ଟ, ହ୍ୟାକର ମାଗୁଛି ଲୋକଙ୍କୁ ଟଙ୍କା

କଟକ(କେନ୍ୟୁଜ୍): କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନାଁରେ ଜାଲ ଫେସବୁକ ଆକାଉଣ୍ଟ। ଆକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କୁ ସପର୍କୀୟଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଛି ହାକର। ଦୁଇ ଦିନ ତଳେ ଏଭଳି ଏକ ଘଟଣା ଘଟିଛି, କେହି ଏଭଳି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବାର ଅଭିଯୋଗ ଆସିଛି ଏବଂ ଏ…