Browsing Tag

duplicate certificate

ଖୋର୍ଦ୍ଧା ନକଲି ସାର୍ଟିଫିକେଟ ମାମଲାରେ ଅଧ୍ୟାପକ ଗିରଫ ଘଟଣା, NIOSର ନକଲି ଦସ୍ତାବିଜ ତିଆରି କରି ବିପୁଳ ରୋଜଗାର…

ଖୋର୍ଦ୍ଧା(କେନ୍ୟୁଜ୍): ନକଲି ସାର୍ଟିଫିକେଟ ମାମଲାରେ ଖୋର୍ଦ୍ଧା କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଗିରଫ ପରେ ଏବେ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇ…

ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା…

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ଆଜି ସରୁଛି ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ । ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ…

ପାରାଦୀପ: ନକଲି କୋଭିଡ ନେଗେଟିଭ ରିପୋର୍ଟ ଓ କ୍ୟାରେକ୍ଟର ସାର୍ଟିଫିକେଟ ତିଆରି କରୁଥିବା ଯୁବକ ଗିରଫ

ପାରାଦୀପ(କେନ୍ୟୁଜ୍) : କୋଭିଡ ନେଗେଟିଭ ଓ କ୍ୟାରେକ୍ଟର ସାର୍‌ଟିଫିକେଟ ତିଆରି କରୁଥିବା ଯୁବକଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗିରଫ ଯୁବକ ଜଣଙ୍କ କାଳନ୍ଦୀ ତରାଇ ତା ଘର କୁଜଙ୍ଗ ବ୍ଲକ ବଗଦିଆ ଗ୍ରାମର ବୋଲି ଜଣାପଡିଛି । କାଳନ୍ଦି ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର…