କଟକ: ମାଲଗୋଦାମର ଡାଲି ଗୋଦାମରେ ଚଢାଉ,୫୦ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ଡାଲି ଜବତ
କେନ୍ୟୁଜ୍(ବ୍ୟୁରୋ): କଟକ ମାଲଗୋଦାମର ଡାଲି ଗୋଦାମରେ ଚଢାଉ । ୩ଟି ଡାଲି ଗୋଦାମରେ ଚଢ଼ାଉ କରିଛି କଟକ ମହାନଗର ନିଗମ ଓ କମିଶନରେଟ ପୋଲିସ । ଗୋଦାମରେ ରେଡ୍ କରି ୫୦ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ଡାଲି ଜବତ ହୋଇଛି। ଏହାସହ ଦୁଇ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ ।
ହରଡ଼ ଡାଲିରେ ଖେସରି…