Browsing Tag

duplicate doctor

ସ୍କୁଲରୁ ତଡ଼ା ଖାଇଥିବା ୮ମ ପାସ୍‌ ଯୁବକ କଲା ଗର୍ଭବତୀ ମହିଳାଙ୍କ ଅପରେସନ୍‌, ଉଭୟ ମା’ ଓ ଶିଶୁ ମୃତ

ଉତ୍ତର ପ୍ରଦେଶରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ୩୦ ବର୍ଷୀୟ ବ୍ୟକ୍ତି ସେଭିଂ କରିବାରେ ବ୍ୟବହୃତ ବ୍ଲେଡ୍‌ରେ ଜଣେ ଗର୍ଭବତୀ ମହିଳାଙ୍କ ସିଜରିଆନ୍‌ ସେକ୍ସନ୍‌ ଅପରେସନ୍‌ କରିଛି। ଫଳରେ ଉକ୍ତି ମହିଳାଙ୍କ ସମେତ ନବଜାତକର ମଧ୍ୟ ମୃତ୍ୟୁ ଘଟିଛି। ରିପୋର୍ଟ…

ପୋଲିସ୍ ହାଜତରେ ନକଲି ଡାକ୍ତର, ମିଛ କହି କରୁଥିଲେ ମହିଳାଙ୍କ ଚିକିତ୍ସା

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ବଡଚଣା ପୋଲିସ ଦ୍ବାରା ନକଲି ଡାକ୍ତର ଗିରଫ ହୋଇଛନ୍ତି । ନକଲି ଡାକ୍ତର ଜଣଙ୍କ କଡେଇ ଗ୍ରାମର ନିହାର ରଞ୍ଜନ ସାମଲ ବୋଲି ଜଣାପଡିଛି। ସେ ବଡଚଣା ଡାକ୍ତରଖାନାର ପ୍ରସୂତି ବିଭାଗରେ ପଶି ନିଜକୁ ଡାକ୍ତର ବୋଲି ପରିଚୟ ଦେବା ସହ ମହିଳାଙ୍କ ସ୍ବାସ୍ଥ୍ୟ…