Browsing Tag

duplicate medicine supply

କଟକରେ ନକଲି ଔଷଧ କାରବାର ମାମଲା; ଚଞ୍ଚଲ ଜଲାନ ଓ ବର୍ଷାରାଣୀ କ୍ୟାଲଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ

କଟକ(କେନ୍ୟୁଜ୍): ନକଲି ଔଷଧ କାରବାର ମାମଲାରେ ଚଞ୍ଚଲ ଜଲାନ ଓ ବର୍ଷାରାଣୀ କ୍ୟାଲଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଉଭୟ ଆବେଦନକାରୀଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା…

ସାବଧାନ୍! ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବଜାରରେ ମିଳୁଛି ନକଲି ଟେଲମା-୪୦ ଓ ଟେଲମା-ଏମ ଔଷଧ, ଜବତ କଲା ଡ୍ରଗ୍ସ…

କଟକ(କେନ୍ୟୁଜ୍): କଟକ ବଜାରରେ ବିକ୍ରୀ ହେଉଛି ନକଲି ଔଷଧ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବଜାରରେ ମିଳୁଥିବା ନକଲି ଟେଲମା-୪୦ ଓ ଟେଲମା-ଏମ ଔଷଧ ଜବତ କରାଯାଇଛି । କଟକର ୧୨ରୁ ଅଧିକ ମେଡ଼ିସିନ ବିତରକ ସଂସ୍ଥାକୁ ଯାଇ ଏହି ଔଷଧ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ରାଜ୍ୟର ବିଭିନ୍ନ…

ନକଲି ଔଷଧ କାରବାର ମାମଲା: ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ଏସଟିଏଫ୍‌

କେନ୍ୟୁଜ୍(ବ୍ୟୁରୋ):  ନକଲି ଔଷଧ କାରବାର ମାମଲାରେ ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମାକ୍ସ ରିଲିଫ ହେଲଥକେୟାରର ସୁଦୀପକୁ ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି…

ନିଶା ବଟିକା ଚାଲାଣ ଅଭିଯୋଗରେ ୫ ଗିରଫ

ସମ୍ବଲପୁର (କେନ୍ଯୁଜ୍) : ନିଶା ବଟିକା ଓ କଫ୍ ସିରପ୍ ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ୍ । ସେମାନଙ୍କ ଠାରୁ ୯୨୦ଟି ନିଶା ବଟିକା ଓ କଫ ସିରଫ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ରାଜଗାଙ୍ଗପୁର ଗଣେଶ…