ରାହୁଲ-ମୋଦି ଫଟୋ, କେମିତି ଥିଲା ମଜାଦାର !
ନିର୍ବାଚନ ପ୍ରଚାରରେ ମଧ୍ୟପ୍ରଦେଶ ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେଠି ଭେଟ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ । ମୋଦିଙ୍କୁ ରାହୁଲ କୋଳେଇ ନେଲେ ଓ ଆଲିଙ୍ଗନ କଲେ । ତାଙ୍କ ସହିତ ଫଟୋ ବି ଉଠାଇଲେ । ହେଲେ ଏ ମୋଦିଙ୍କ ଛାତିରେ ଥିଲା ହାତଚିହ୍ନ ଓ କାନ୍ଧରେ ପଡ଼ିଥିଲା…