ସବୁ ଠିକ୍ କିନ୍ତୁ ଦୂଷିତ ପରିବେଶରେ ତିଆରି ହେଉଛି ସସ୍, ଜାରକାରେ ଥିବା ସସ୍ କାରଖାନା ଉପରେ ଜିଲ୍ଲା ସ୍ପେଶାଲ…
ଯାଜପୁର (କେନ୍ୟୁଜ): ସସ୍ କାରଖାନା ଉପରେ ଯାଜପୁର ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡର ଚଢାଉ । ୧୬ନଂ ଜାତୀୟ ରାଜପଥର ଜାରକା ଛକ ନିକଟରେ ଥିବା ଏକ ସସ୍ କାରଖାନା ଉପରେ ଆଜି ଯାଜପୁର ଏସପିଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଚାନକ ଚଢାଉ କରିଛି । ଏହି ଚଢାଉରେ ଧର୍ମଶାଳା ପୋଲିସ ସାମିଲ…