Browsing Tag

duplicate sauce

ଜବତ ହେଲା ନକଲି ସସ୍‌ ବୋଝେଇ ପିକ୍‌ ଅପ୍‌ ଭ୍ୟାନ୍, ଜଣେ ଗିରଫ

ବଣାଇ(କେନ୍ଯୁଜ୍): ଜବତ ହେଲା ନକଲି ସସ୍‌ ବୋଝେଇ ପିକ୍‌ ଅପ୍‌ ଭ୍ୟାନ। ଘଟଣାରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ରାହୁଲ ପ୍ରସାଦ ସାହୁ । ରାଉରକେଲାରୁ ବଣାଇ ଅଞ୍ଚଳକୁ ଏହି ସସ୍‌ ସପ୍ଲାଇ କରାଯାଉଥିଲା । ଯାହାର ପର୍ଦ୍ଦାଫାସ କରିଛି ବଣାଇ ପୋଲିସ । ବଣାଇରେ ଟମାଟୋ ଓ ଚିଲି ସସ୍‌ର…

ବ୍ରହ୍ମପୁର ବଡ ବଜ଼ାର ଥାନା ପୋଲିସ ପକ୍ଷରୁ ପୁଣି ନକଲି ସସ୍ ଗୋଦାମ୍ ଉପରେ ଚଢାଉ, ଜଣେ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ବଡ ବଜ଼ାର ଥାନା ପୋଲିସ ପକ୍ଷରୁ ନକଲି ଗୋଦାମ ଉପରେ ଚଢ଼ାଉ। ଭେଜାଲ୍ ଟମାଟ, ଚିଲ୍ଲୀ , ସୋୟା ସସ୍ ସହିତ ଭିନେଗାର୍ ଜବତ । ସୋମନାଥ ନଗରରେ ଶଙ୍କର ସ୍ବାଇଁ ନାମକ ଜଣେ ବ୍ଯକ୍ତି ପକ୍ଷରୁ ଏସବୁ ନକଲି ସାମଗ୍ରୀ ବ୍ରାଣ୍ଡ ନାମରେ ବିକ୍ରି କରାଯାଉଥିଲା । ଚଢାଉ ସମୟରେ…

ଏବେ ନକଲିର ଚେର ବ୍ରହ୍ମପୁରରେ, ଏକ ନକଲି ସସ୍‌ କାରଖାନା ସିଜ୍ କଲା ବଡ଼ ବଜାର ପୋଲିସ

ବ୍ରହ୍ମପୁର(କେନ୍ୟୁଜ୍): କଟକ, ଭୁବନେଶ୍ବର ଓ ସମ୍ବଲପୁର ପରେ ଏବେ ନକଲିର ଚେର ବ୍ରହ୍ମପୁରକୁ ବ୍ୟାପିଛି। ଆଜି ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗଣପତିନଗରରୁ ଠାବ ହୋଇଛି ଏକ ନକଲି ସସ୍‌ କାରଖାନା । ଏହି କାରଖାନରୁ ବିପୁଳ ପରିମାଣର ନକଲି ସସ୍ ମିଳିବା ପରେ କାରଖାନାକୁ ପୋଲିସ ସିଜ୍ କରିଛି…

ପାହାଳରୁ ପୁଣି ନକଲି କାରଖାନା ଠାବ: ବିପୁଳ ପରିମାଣର ପୋକ ସାଲୁବାଲୁ ଆଚାର ଓ ସସ୍ ଜବତ

ଭୁବନେଶ୍ବର: ରାଜଧାନୀରେ ପୁଣି ନକଲି ଜିନିଷ। ପାହାଳରୁ ଠାବ ହୋଇଛି ନକଲି ଆଚାର ଓ ସସ୍‌ । ବିପୁଳ ପରିମାଣର ସସ୍‌ ଓ ଆଚାର ଜବତ କରିଛି କମିଶନରେଟ୍‌ ପୋଲିସ। ଆଚାରରେ ପୋକ ସାଲୁବାଲୁ ହେଉଥିବାବେଳେ ସେଥିରୁ ଗନ୍ଧ ବାହାରୁଛି। କମିଶନରେଟ ପୋଲିସ ପକ୍ଷରୁ ଜାରି ରହିଛି ଚଢାଉ।