ନକଲି ଘିଅ ଓ ତେଲ ପରେ ଏବ ନକଲି ସର୍ଫ ଜବତ, କଟକ ଭୁବନେଶ୍ବର ନୁହେଁ ସମ୍ବଲପୁରକୁ ଡେଇଁଲାଣି ନକଲି ବେପାର
ସମ୍ବଲପୁର(କେନ୍ୟୁଜ୍): ନକଲି ନକଲି ଆଉ ନକଲି, ସବୁଠି ଏବେ ନକଲି ପଦାର୍ଥର ବେପାର ଜୋରଦାରରେ ବଢୁଛି। କଟକ ଭୁବନେଶ୍ବରରେ ନକଲି ଘିଅ ଓ ତେଲ ପ୍ରସ୍ତୁତ କାରୀ କମ୍ପାନୀ ଗୁଡିକରେ ଚଢ଼ାଉ ପରେ ଏବେ ସମ୍ବଲପୁରକୁ ଧିରେ ଧିରେ ବ୍ୟାପିବାରେ ଲାଗିଛି ନକଲି କାରବାର । ଆଜି ସମ୍ବଲପୁର ଜିଲ୍ଲା ଅଇଁଠାପାଲି…