Browsing Tag

duplicate tea and oil seized in kendrapada

କେନ୍ଦ୍ରାପଡ଼ା: ଲକ୍ଷାଧିକ ଟଙ୍କାର ନକଲି ଚା ପତି ଓ ଆମଲା ତେଲ ଜବତ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ଅସଲି ବ୍ରାଣ୍ଡରେ ନକଲି ଜିନିଷ। ଠାବ ହେଲା ନକଲି ଚା କାରଖାନା। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଖରଦାସାହିରୁ ଲକ୍ଷାଧିକ ଟଙ୍କାର ନକଲି ଚା ପତି ଓ ଡାବର ଆମଲା ତେଲ ଜବତ ହୋଇଛି। ପୋଲିସ ଘଟଣାରେ ଜଣଙ୍କୁ ଗିରଫ କରିଛି। ପୋଲିସ ସମସ୍ତ ନକଲି ଜିନିଷକୁ ଜବତ କରିଛି।…