ବ୍ରାଣ୍ଡ ଅସଲି ଜିନିଷ ନକଲି ; ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା’ପତି କାରଖାନା ଠାବ
କଟକ : ବ୍ରାଣ୍ଡ ଅସଲି, ଜିନିଷ ନକଲି । କଟକ ଜଗତପୁରରେ ସିଏମସିର ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଚା ପତି ଜବତ ହୋଇଛି । ନକଲି ଚା ପତି ସହିତ ଅନ୍ୟାନ୍ୟ ସରଞ୍ଜାମ ଠାବ ହୋଇଛି । ତିନୋଟି ବ୍ରାଣ୍ଡେଡ କମ୍ପାନୀର ଚା ପତି ଏଠାରେ ନକଲି ଭାବେ ତିଆରି ହୋଇ ବଜାରରେ ବିକ୍ରି ହେଉଥିଲା ।…