ଅନୁଗୁଳ: ଛୋଟ ପିଲଙ୍କା ସ୍ବାସ୍ଥ୍ୟ ସହ ସାଂଘାତିକ ଖେଳ ଖେଳୁଥିବା ନକଲି ଆଳୁ ଚିପ୍ସ କାରଖାନ ସିଜ୍, ଜଣେ ଅଟକ
ଅନୁଗୁଳ(କେନ୍ୟୁଜ୍): ପୁଣି ମଣିଷ ସ୍ବାସ୍ଥ୍ୟ ସହ ଖେଳ ଖେଳିବା ପାଇଁ ଖୋଲିଥିବା ଏକ ନକଲି କାରଖାନ ସିଜ୍। ପୂର୍ବରୁ ଘିଅ,ପନିର, ତେଲ, କୋଲ୍ଡ ଡ୍ରିଙ୍କସ, ସର୍ଫ , ସସ୍, ଜର୍ଦାର ନକଲି କାରଖାନା ଜବତ ହୋଇସାରିବା ପରେ ଏବେ ଅନୁଗୁଳରେ ନକଲି ଆଳୁ ଚିପ୍ସ କାରଖାନା ଠାବ କରାଯାଇଛି।
ନକଲି…