ମେଲାଣି ନେଲେ ମା’ : ଟ୍ବିନ ସିଟିରେ ବିଭିନ୍ନ ସ୍ଥାନରେ ଭସାଣ ଶେଷ
କଟକ/ଭୁବନେଶ୍ବର (କେନ୍ୟୁଜ): ସରିଲା ଦଶହରା । ମେଲାଣି ନେଲେ ମା' । ଶାରଦୀୟ ଦୁର୍ଗାପୂଜାର ଅନ୍ତମ ପର୍ବରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତିନାଶିନୀ । ଗତକାଲି ମହାଆଡମ୍ବରରେ ଟ୍ବିନ ସିଟିରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଲୁକିଥିଲା କଟକ ଓ ଭୁବନେଶ୍ବର । ଶୋଭାଯାତ୍ରାରେ…