ଆଜି ପବିତ୍ର ବିଜୟା ଦଶମୀ, ରାଜ୍ୟର ବିଭିନ୍ନ ମଣ୍ଡପରେ ଚାଲିଛି ମହାମାୟାଙ୍କ ପୂଜାର୍ଚ୍ଚନା
ଭୁବନେଶ୍ବର: ଆଜି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ବିଜୟା ଦଶମୀ । ଏହି ଦିନ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ରାବଣର ବଧ କରିବାକୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିପାଇଁ ଦଶହରାର ଶେଷ ଦିନକୁ ବିଜୟା ଦଶମୀ ଭାବରେ ପାଳନ…