Browsing Tag

durga puja bhasani

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଦଜନନୀ ମା’ ଦୁର୍ଗା, ବିସର୍ଜନ ପାଇଁ ଟ୍ବିନ୍ ସିଟିରେ ୧୮ଟି ଅସ୍ଥାୟୀ ପୋଖରୀ

ଭୁବନେଶ୍ବର: ସରିଲା ମା'ଙ୍କ ନବଦିନାତ୍ମକ ଲୀଳା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଦଜନନୀ। ବିସର୍ଜନ ପାଇଁ ରାଜଧାନୀର ୩ଟି ନଦୀରେ ହୋଇଛି ୪ଟି ଅସ୍ଥାୟୀ ପୋଖରୀ । କଟକରେ ରୀତିନୀତି ଅନୁସାରେ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା । ସହରର ପୂଜାର ମୁଖ୍ୟ ଆକର୍ଷଣ ଭସାଣ ଉତ୍ସବ । ବଙ୍ଗୀୟ…

ଯାଜପୁର:ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ଦୁବେଇ ଗଣ୍ଡରେ ବୁଡି ଯୁବକ ମୃତ

ଯାଜପୁର ରୋଡ(କେ ନ୍ୟୁଜ): ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ।  ଦୁବେଇ ଗଣ୍ଡରେ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ଯୁବକର ମୃତ। ଯୁବକ ଜଣଙ୍କ ନାମ ଦେବାଶିଷ ଜେନା ଓ ସେ ମାମୁଁ ଘରେ ପିଲାଦିନୁ ରହୁଥିଲେ। ଦେବାଶିଷଙ୍କ ଘର ଭଦ୍ରକ…

ମାଙ୍କୁ ବିଦାୟ ପାଇଁ  ଲୋକାରଣ୍ୟ ସହିଦନଗର ଅଞ୍ଚଳ, ଡିଜେ ଓ ଢୋଲକିର ତାଳେ ତାଳେ ଝୁମିଲେ ଶ୍ରଦ୍ଧାଳୁ  

ଭୁବନେଶ୍ବର(କେନ୍ୟୁଜ୍):  ସହିଦ ନଗରରେ ଗୋଟିକ ପରେ ଗୋଟିଏ ମେଢ ପୂଜାମଣ୍ଡପ ଠାରେ ଏକତ୍ରୀତ ହେବାରେ ଲାଗିଲାଣି। ଏହିଠାରୁ ସିଧା କଟକର ଦେବୀଗୋଡା ଓ ଅନ୍ୟାନ ନଦୀକୁ ଯିବ। ସୁସଜ୍ଜତି ମେଢକୁ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଯେହେତୁ ମାଙ୍କୁ ଦେଖିବାକୁ ପାଇଁ ପୁଣି ଗୋଟେ ବର୍ଷ…

ଭୁବନେଶ୍ବର: ଭସାଣ ଉତ୍ସବ ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି, ଭୁବନେଶ୍ୱରର ୫ଟିି ସ୍ଥାନରୁ ବାହାରିବ ୧୭୯ଟି ମେଢ଼

ଭୁବନେଶ୍ବର(କେନ୍ୟୁଜ୍): ଭସାଣ ଉତ୍ସବ ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି । ଆଉ କିଛି ସମୟ ପରେ ଭୁବନେଶ୍ୱରର ୫ଟିି ସ୍ଥାନ ସହିଦନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଓ ପୁରୁଣା ଭୁବନେଶ୍ୱରରୁ ଭସାଣ ଶୋଭାଯାତ୍ରାରେ ବାହାରିବେ ୧୭୯ଟି ମେଢ଼ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ…

ଭକ୍ତଙ୍କଠାରୁ ମେଲାଣି ନେଉଛନ୍ତି ମାଆ ଜଗତଜନନୀ, କଟକରେ ଚାଲିଛି ଦୁର୍ଗାପୂଜା ଭସାଣ ଉତ୍ସବ

କଟକ: ସରିଛି ଦଶହରା। ଆଜି ମାଆଙ୍କ ବିଦାୟ ପର୍ବ। ଭକ୍ତଙ୍କଠାରୁ ମେଲାଣି ନେଉଛନ୍ତି ମାଆ ଜଗତଜନନୀ। କଟକରେ ଚାଲିଛି ଦୁର୍ଗାପୂଜା ଭସାଣ ଉତ୍ସବ । ସହରର ବିଭିନ୍ନ ସ୍ଥାନରୁ ମେଢ଼ ଶୋଭଯାତ୍ରା ବାହାରିଛି । ଗତକାଲି ବିଳମ୍ବିତ ରାତିରେ କିଛି ମେଢ଼ ବିସର୍ଜନ ଶେଷ ହୋଇଛି । ସକାଳ ୭ଟା ସୁଦ୍ଧା ୧୧ଟି…