Browsing Tag

durga puja

କେତେ ରହିବ ମୂର୍ତ୍ତିର ଉଚ୍ଚତା? ଆଗତ ରିଟ୍‌ ପିଟିସନ୍ ଉପରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: କଟକ ସହରର ଶାରଦୀୟ ପୂଜା ହଜାର ବର୍ଷ ଧରି ହୋଇ ଆସୁଥିବାବେଳେ ଚଳିତ ବର୍ଷର ପୂଜାରେ ସେଭଳି ଆକର୍ଷଣ ରହି ନପାରେ । ଆସନ୍ତା ୨୨ ତାରିଖରୁ କଟକ ସହରରେ ପୂଜା ହେବାର ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମଣ୍ଡପରେ ଦେବୀ ମୂର୍ତ୍ତି ପାଇଁ ନଡାବନ୍ଧା ବି ହୋଇ ନାହିଁ । ବାଲୁବଜାର ପୂଜା…

କଟକରେ ଦୁର୍ଗାପୂଜା ପାଇଁ ମୂର୍ତ୍ତି ଉଚ୍ଚତା କୌଣସି ବାଧକ ହେବ ନାହିଁ, ଏନେଇ ଡିସିପିଙ୍କୁ ଅବଗତ କରାଇବେ ପୂଜା କମିଟି

କେନ୍ୟୁଜ୍(ବ୍ୟୁରୋ): କଟକରେ ଦୁର୍ଗାପୂଜା ପାଇଁ ମୂର୍ତ୍ତି ଉଚ୍ଚତା କୌଣସି ବାଧକ ହେବ ନାହିଁ । ପୂଜା କମିଟିଗୁଡିକ କେତେ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଛନ୍ତି ସେ ସମ୍ପର୍କରେ ଡିସିପିଙ୍କୁ ଅବଗତ କରାଇବେ । ଡିସିପି ଏହାର ତଦନ୍ତ କରାଇବା ପରେ ପୋଲିସ କମିଶନର ପୂଜା କରିବାକୁ ଅନୁମତି ଦେବେ…

ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଆଜି ହୋଇପାରେ ଶୁଣାଣି

କଟକ: ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଆଜି ଶୁଣାଣି ହୋଇପାରେ । ରାଜ୍ୟ ସରକାର କରିଥିବା ଗାଇଡ୍‌ ଲାଇନ୍‌କୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲା ବାଲୁବଜାର ପୂଜା କମିଟି । ଦାୟର ମାମଲାରେ କଟକ ସହରର ୨୧ଟି ପୂଜା ମଣ୍ଡପ ମଧ୍ୟ ଏହି ଅଭିଯୋଗ ଆଣିଛନ୍ତି । ଗାଇଡ୍‌ ଲାଇନ ଅନୁଯାୟୀ…

ପୁରୀରେ କୋଭିଡ୍ କଟକଣା ଭିତରେ ପାଳନ କରାଯିବ ଦୁର୍ଗାପୂଜା, ଜାଣନ୍ତୁ କଣ ରହିଛି ଗାଇଡଲାଇନ

ପୁରୀ (କେନ୍ୟୁଜ୍) : ସହରରେ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ଦୁର୍ଗାପୂଜା। ଏନେଇ ଉପଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା ପାଳନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବା…

କଟକରେ ହେବ ଦୁର୍ଗାପୂଜା, ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କଲା ମହାନଗର ଶାନ୍ତି କମିଟି

କଟକ: କଟକରେ ହେବ ଦୁର୍ଗାପୂଜା। ମଣ୍ଡପ ଗୁଡିକରେ ଜନଗହଳି, ସମାବେଶ ହୋଇପାରିବ ନାହିଁ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ମୂର୍ତ୍ତି, ଫଟୋ ବା ଘଟ ଏହି ତିନି ପ୍ରକାରରୁ ଗୋଟିଏ ବାଛିବାକୁ ପୂଜା କମିଟିକୁ କୁହାଯାଇଛି । ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କରିଛି ମହାନଗର…

ଯୋଡା ଆଶ୍ୱିନରେ ମଳମାସ, ଏ ବର୍ଷ ୧୬ ଦିନ ନୁହେଁ ବରଂ ୪୫ ଦିନ ଧରି ଚାଲିବ ଦୁର୍ଗାପୂଜା

କେନ୍ୟୁଜ (ବ୍ୟୁରୋ) : ଚଳିତ ବର୍ଷ ଷୋହଳ ଦିନ ପରିବର୍ତ୍ତେ ୪୫ ଦିନ ଧରି ଚାଲିବ ଦୁର୍ଗାପୂଜା । ଯୋଡା ଅଶ୍ୱିନରେ ମଳମାସ ପଡୁଥିବାରୁ ୪୫ ଦିନ ଧରି ପୂଜା ଚାଲିବ । ମୂଳାଷ୍ଟମୀରୁ ନବମୀ ପର୍ଯ୍ୟନ୍ତ ଅର୍ଥାତ ସେପ୍ଟେମ୍ବର ୯ ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ପୂଜା କରାଯିବ । ତେବେ ମଳମାସ ସମୟରେ…

ବିଦାୟ ନେଲେ ମାଆ, ବିଭିନ୍ନ ସ୍ଥାନରେ ଯାକଜମକରେ ଅନୁଷ୍ଠିତ ହୋଇଛି ଜଗତଜନନୀଙ୍କ ଭସାଣ ଉତ୍ସବ

କଟକ(କେନ୍ୟୁଜ୍): ବିଦାୟ ନେଲେ ମାଆ। ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଯାକଜମକରେ ଅନୁଷ୍ଠିତ ହୋଇଛି ଜଗତଜନନୀଙ୍କ ଭସାଣ ଉତ୍ସବ। କଟକରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ମାଆଙ୍କ ମେଲାଣି। ଏପର୍ଯ୍ୟନ୍ତ ୧୦୬ଟି ମେଢର ବିସର୍ଜନ ସରିଛି। ଦେବୀଗଡ଼ାରେ ନିର୍ମିତ ଅସ୍ଥାୟୀ ଜଳଶାୟରେ…

ଦୁର୍ଗା ପ୍ରତିମା ବିସର୍ଜ୍ଜନ ବେଳେ ରାଜସ୍ଥାନ ଧୋଲପୁର ଜିଲ୍ଲାର ପାର୍ବତୀ ନଦୀରେ ବୁଡ଼ିଗଲେ ୧୦ଜଣ

ରାଜସ୍ଥାନ: ରାଜସ୍ଥାନର ଧୋଲପୁର ଜିଲ୍ଲାର ପାର୍ବତୀ ନଦୀରେ ଦୁର୍ଗା ପ୍ରତିମା ବିସର୍ଜ୍ଜନ ସମୟରେ ପାଖାପାଖି ୧୦ ଜଣ ଲୋକ ବୁଡ଼ିଯାଇଥିବା ଜଣାପଡିଛି। ଗତକାଲି ରାତିରେ ଏହି ଅଘଟଣ ଘଟିଥିବାବେଳେ ଏ ଯାଏ ପାଣିରୁ ୧୦ଟି ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅନ୍ୟ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜା…

ତାଳଚେର ଓ ସମ୍ବଲପୁରରେ ମହାଆଡମ୍ବରରେ ଦଶମୀ ପୂଜା ପାଳନ ହେବା ସହ ଚାଲିଛି ସିନ୍ଦୁର ଖେଳ

କେନ୍ୟୁଜ୍: ଶାରଦୀୟ ଦୁର୍ଗାପୂଜାକୁ ନେଇ ଉତ୍ସବ ମୁଖର ତାଳଚେର ସହର। ବିଭିନ୍ନ ପୂଜା ମଣ୍ଡପ ଓ ମନ୍ଦିରରେ ମାଆଙ୍କ ଦଶମୀ ପୂଜା ଧୁମ୍‌ଧାମ୍‌ରେ ପାଳିତ ହେଉଛି। ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମୁଛି। ଅନ୍ୟପଟେ ବିଜୟା ଦଶମୀ ଅବସରରେ ରାଜ୍ୟର ବିଭିନ୍ନ ମଣ୍ଡପରେ ଚାଲିଛି ସିନ୍ଦୁର ଖେଳ। ସମ୍ବଲପୁର…

ପୁରୀରେ ଅଭିନବ ଢଙ୍ଗରେ ପାଳନ ହେଉଛି ଦୁର୍ଗାପୂଜା, ଆସନ୍ତାକାଲି ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହେବ ଗୋଷାଣୀଯାତ

ପୁରୀ: ଶାରଦୀୟ ଦୁର୍ଗାପୂଜା ପୁରୀରେ ଅଭିନବ ଢଙ୍ଗରେ ପାଳନ କରିବାର ପରମ୍ପରା ରହିଛି। ପୁରୀରେ ଥିବା ବିଭିନ୍ନ ପୁରାତନ ସାହି ଓ ଜାଗା ଆଖଡାରେ ମୃଣ୍ମୟ ଦୁର୍ଗା ମୂର୍ତ୍ତି ଗୁଡ଼ିକୁ ନିର୍ମାଣ ହୋଇଥାଏ। ଏହି ମୂର୍ତ୍ତିଗୁଡ଼ିକ ଗୋଷାଣୀ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଗୋଷାଣୀଗୁଡ଼ିକୁ ବାରବାଟୀ,…

ଜଗଜ୍ଜନନୀଙ୍କ ଆବାହନରେ ମୁଖରିତ ପୁରପଲ୍ଲୀ:ଶକ୍ତିପୀଠରେ ଆଜି ମାଆଙ୍କ ଦଶହରା ପର୍ବ,ମଣ୍ଡପରେ ଚାଲିଛି ମହାନବମୀ ପୂଜା

ଭୁବନେଶ୍ୱର(କେନ୍ୟୁଜ୍): ମାଆ ଜଗଜ୍ଜନନୀଙ୍କ ଆବାହନରେ ମୁଖରିତ ପୁରପଲ୍ଲୀ । ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ । ଉତ୍ସବ ମୁଖରିତ ପୀଠ ଓ ମଣ୍ଡପ । ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମହା ଆଡମ୍ବରରେ ଚାଲିଛି ମହାମାୟାଙ୍କ ପୂଜା । ଶକ୍ତିପୀଠରେ ଆଜି ମାଆଙ୍କ ଦଶହରା ପର୍ବ ପାଳନ କରାଯାଉଛି। ସେହିପରି…

ଆଳି ରାଜବାଟୀରେ ଚାଲିଛି ଶାରଦୀୟ ଦୁର୍ଗାପୂଜା, ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା

କେନ୍ଦ୍ରାପଡା (କେନ୍ଯୁଜ୍) : ଆଳି ରାଜବାଟୀରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ଆଳି ରାଜାଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ଏହି ନିଆରା ପୂଜାକୁ ଦେଖିବାକୁ ଭକ୍ତଙ୍କ ଭିଡ ଜମୁଛି । ଏଠାରେ ବଙ୍ଗୀୟ ଓ ଉତ୍କଳର ମିଶ୍ରିତ ପରମ୍ପରା ଅନୁଯାଇ…