Browsing Tag

during marriage

ବିବାହ ବେଦୀ ଉପରେ ଏସିଡ ମାଡ଼, ବର କନ୍ୟା ସମେତ ୧୨ ଗୁରୁତର

ଉମରକୋଟ (କେନ୍ୟୁଜ): ଛତିଶଗଡ଼ ଅନ୍ତର୍ଗତ ବସ୍ତର ଜିଲ୍ଲାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ବିବାହ ବେଦୀ ଉପରେ କେହି ଜଣେ ଦୁର୍ବୃତ୍ତ ଏସିଡ୍ ମାଡ଼ କରି ଫେରାର୍ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଥିବା ବେଳେ…