Browsing Tag

during pregnancy

ଗର୍ଭବତୀ ମାନେ ଏସବୁ ସଂକେତକୁ କରନ୍ତୁ ନାହିଁ ଅଣଦେଖା, ନଚେତ ଉଭୟ ମା ଓ ଶିଶୁ ଉପରେ ପଡିପାରେ ଖରାପ ପ୍ରଭାବ

ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳାଙ୍କୁ ନିଜର ବିଶେଷ ଯତ୍ନ ନେବାକୁ ପଡିଥାଏ। ଗର୍ଭାବସ୍ଥାର ପ୍ରାରମ୍ଭିକ ମାସରୁ ଶେଷ ମାସ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅବଧିରେ ଶିଶୁର ବିକାଶ ପାଇଁ ଖାଦ୍ୟ ଏବଂ ଔଷଧର ଯତ୍ନ ନେବାକୁ ପଡିଥାଏ। ନିୟମିତ ଚେକଅପ୍ ଶିଶୁର ଅବସ୍ଥା ବିଷୟରେ…

ମେଡିକାଲ ସାଇନ୍ସରେ ପ୍ରଥମ ଘଟଣା, ଗର୍ଭାଶୟରେ ନୁହେଁ ମହିଳାଙ୍କ ଲିଭରରେ ବଢ଼ୁଥିଲା ଭ୍ରୁଣ!

ଜଣେ ନାରୀ ମା ହେବା ହେଉଛି ଏକ ବଡ଼ କଥା। ଗର୍ଭଧାରଣ କେବଳ ଜଣେ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରେ ନାହିଁ ? ବରଂ ତାଙ୍କ ଶରୀରରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ । ଏହା ସତ୍ତ୍ୱେ ମହିଳା ମାନେ ତାଙ୍କ ଗର୍ଭଧାରଣକୁ ଉପଭୋଗ କରିଥାନ୍ତି । ଦୁନିଆର ଅନେକ ମହିଳାଙ୍କୁ ସେମାନଙ୍କର…

ନର୍ମାଲ ଡେଲିଭରି ପାଇଁ ଗର୍ଭାବସ୍ଥାର ୯ମ ମାସରେ ଖାଆନ୍ତୁ ଏହି ଜିନିଷ, ପ୍ରସବ ବେଳେ ଆଦୌ ହେବନି କଷ୍ଟ

ମହିଳାଙ୍କ ଜୀବନରେ ପୂର୍ଣ୍ଣତା ଆଣେ ମାତୃତ୍ୱ। ମାତୃତ୍ୱ ଲାଭ କରିବା ପରେ ଜଣେ ମହିଳାଙ୍କ ଜୀବନ ସମ୍ପୂର୍ଣ୍ଣ ହୋଇଥାଏ। ମା’ ହେବା ମହିଳାଙ୍କ ପାଇଁ ଏକ ଆଶୀର୍ବାଦ। ପ୍ରତ୍ୟେକ ମହିଳା ସନ୍ତାନ ସୁଖ ପାଇବାକୁ ଚାହିଁଥାନ୍ତି। ଏହା ଏକ ସୁଖଦ ଅନୁଭବ। ତେବେ ଗର୍ଭାବସ୍ଥାରେ ସବୁ ମା’ଙ୍କର ଗୋଟିଏ…

ଗର୍ଭାବସ୍ଥାରେ କଞ୍ଚା ନଡ଼ିଆ ଖାଇବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ ଜାଣନ୍ତୁ

ଗର୍ଭାବସ୍ଥାରେ କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ ଜାଣିବା ସମସ୍ତ ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗର୍ଭାବସ୍ଥାରେ କଞ୍ଚା ନଡ଼ିଆ ଖାଇବା ଉଚିତ କି? ନଡ଼ିଆ ଏକ ଅତ୍ୟନ୍ତ ଲାଭଦାୟକ ଫଳ ଯାହା ଅନେକ ଉପାୟରେ ବ୍ୟବହୃତ ହୁଏ । କଞ୍ଚା ନଡ଼ିଆ ଖାଇବା ପାଇଁ ମିଠା ଏବଂ ସ୍ୱାଦିଷ୍ଟ…

ଆପଣଙ୍କ ପ୍ରେଗନାଣ୍ଟ ନାହାଁନ୍ତି ତ, ଏହି ଲକ୍ଷଣରୁ ଜାଣନ୍ତୁ ଆପଣ ଗର୍ଭବତୀ କି ନୁହେଁ

କେବେ ସୂଚନାର ଅଭାବ ତ ଆଉ କେତେବେଳେ କିଛି ଏମିତି କଥା ଯାହା ପ୍ରେଗନାଣ୍ଟ ମହିଳା ଖୋଲିକି କାହାକୁ କହିପାରନ୍ତିନି। ପ୍ରେଗନାନ୍ସୀ ସମୟରେ ମହିଳାଙ୍କା ଶାରିରୀକ, ଭାବନାତ୍ମକ ଏବଂ ମାନସିକ ପରିବର୍ତ୍ତନ ହୋଇଥାଏ। ପ୍ରଥମ ଥର ମାଆ ହେବାକୁ ଯାଉଥିବା ମମହିଳା ଏମିତି ସବୁ ପରିବର୍ତ୍ତନକୁ ନେଇ…

ଖରାଦିନେ ଗର୍ଭବତୀ ମହିଳା ଆଖୁ ରସ ପିଇବା ଆଗରୁ ଜାଣି ରଖନ୍ତୁ ଏହି ସବୁ କଥା

ଦିନକୁ ଦିନ ଗ୍ରୀଷ୍ମ ତାତି ବଢ଼ିବାରେ ଲାଗିଛି। ଟାଣ ଖରାକୁ ନଜରରେ ରଖି ବଜାରରେ ଆଖୁ ରସ ପ୍ରବଳ ମାତ୍ରାରେ ବିକ୍ରି ହେଉଛି। କାରଣ, ଆଖୁ ରସ ଖରାଦିନେ ଶରୀରକୁ ଡାଇଡ୍ରେଟେଡ୍‌ ରଖିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି୧, ବି୨, ବି୩, ବି୫, ବି୬ ଏବଂ ଭିଟାମିନ ସି ପ୍ରଚୁର ପରିମାଣରେ…

ଗର୍ଭାବସ୍ଥାରେ ନିଶ୍ଚୟ ପିଅନ୍ତୁ କେସର ମିଶ୍ରିତ କ୍ଷୀର, ଶରୀରକୁ ମିଳିବ ଅନେକ ଫାଇଦା

ଗର୍ଭାବସ୍ଥାରେ ମହିଳାମାନେ ନିଜର ସ୍ୱତନ୍ତ୍ର ଭାବେ ଯତ୍ନ ନେଇଥାନ୍ତି। କେବଳ ମହିଳା ନିଜେ ନୁହେଁ, ପରିବାରର ସଦସ୍ୟମାନେ ମଧ୍ୟ ମା’ର ବିଶେଷ ଯତ୍ନ ନିଅନ୍ତି। ଏହି ସମୟରେ କେସରଯୁକ୍ତ କ୍ଷୀର ପିଇବାକୁ ବୟୋଜ୍ୟେଷ୍ଠମାନେ କହିଥାନ୍ତି। କେସର ଉଭୟ ମା’ ଓ ପିଲା ପାଇଁ ହିତକର ହୋଇଥାଏ। ଦୁନିଆର…

ଗର୍ଭାବସ୍ଥାରେ କରନ୍ତୁ ନାହିଁ ୧୦ ଗ୍ରାମରୁ ଅଧିକ କେସର ସେବନ, ନଚେତ୍‌ ବଢ଼ି ଯାଇପାରେ ଗର୍ଭପାତ ସମ୍ଭାବନା

କେସର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗର୍ଭାବସ୍ଥାରେ ବି କେସର ସେବନ କରିବା ଆମ ପାଇଁ ଅନେକ ଫାଇଦା ଆଣିପାରେ। କିନ୍ତୁ କ’ଣ ଆପଣ ଜାଣନ୍ତି କି? ଯଦି ଆପଣ ଗର୍ଭାବସ୍ଥାରେ ଅଧିକ ମାତ୍ରାରେ କେସର ସେବନ କରନ୍ତି, ତା’ହେଲେ ଏହା ଆପଣଙ୍କ ଏବଂ ଆପଣଙ୍କ ପେଟରେ ବଢ଼ୁଥିବା ପିଲା ପାଇଁ…

ଗର୍ଭାବସ୍ଥାରେ ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ଗର୍ଭବତୀ ମହିଳାଙ୍କୁ ଗର୍ଭାବସ୍ଥାରେ ବାନ୍ତି ହେବା ଏକ ସାଧାରଣ କଥା। ଏହା ମହିଳାଙ୍କ ଭିତର ଓ ବାହାର ପରିବର୍ତ୍ତନ ଯୋଗୁ ହୋଇଥାଏ। ଏହି ଅବସ୍ଥାରେ ମହିଳାଙ୍କୁ ବାନ୍ତି ଓ ଦେହ ବୁଲାଇହେବା ଭଳି ସମସ୍ୟା ହୋଇଥାଏ। ବାନ୍ତି ହେବା ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟ। ତେବେ ଗର୍ଭାବସ୍ଥାରେ ଯଦି…

ସିଜରିୟାନ୍ ଡେଲିଭରୀକୁ ନେଇ ରହିଛି ଏମିତି ମିଛ ଯାହାକୁ ସତ ମାନନ୍ତି ଲୋକେ, ପଢ଼ନ୍ତୁ ଏହାକୁ ନେଇ କ’ଣ କହୁଛନ୍ତି…

ସାଧାରଣତଃ ଲୋକଙ୍କ ମନରେ ନର୍ମାଲ ଡେଲିଭରୀ ଏବଂ ସିଜେରିୟାନ୍ ଡେଲିଭରୀକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ, ଅନେକ ଦ୍ୱନ୍ଦ୍ୱ ବି ରହିଥାଏ। ସମସ୍ତଙ୍କୁ ଲାଗିଥାଏ ନର୍ମାଲ ଡେଲିଭରୀ ନହୋଇ ଯଦି ସିଜେରିୟାନ ହେଲା ତାହେଲେ ତାଙ୍କୁ ଭବିଷ୍ୟତରେ କିଛି ସମସ୍ୟା ହୋଇପାରେ। କିନ୍ତୁ ମେଡିକାଲ…

୧୦ଟି ସିଗାରେଟ୍‌ ପିଇବା ଭଳି ମାରାତ୍ମକ ହୋଇଥାଏ ଗର୍ଭାବସ୍ଥାରେ ଏପରି ଶୋଇବା, ପଢ଼ନ୍ତୁ କ’ଣ କହୁଛି ରିସର୍ଚ୍ଚ

ଏକ ଅଧ୍ୟୟନରୁ ଗର୍ଭାବସ୍ଥା ମହିଳାଙ୍କୁ ନେଇ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ରିସର୍ଚ୍ଚରୁ ଜଣାପଡିଛି ଯେ ଗର୍ଭାବସ୍ଥାର ଶେଷ ସପ୍ତାହରେ ଗର୍ଭବତୀ ମହିଳା ପେଟ ଆଡକୁ କରି ଶୋଇବା, ୧୦ଟି ସିଗାରେଟ୍‌ ପିଇବା ଭଳି ଭୟଙ୍କର ହୋଇଥାଏ। ଏହି ଅଧ୍ୟୟନ ଅକଲାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ…

ଶରୀରର ଏହିସବୁ ପରିବର୍ତ୍ତନରୁ ଜାଣନ୍ତୁ ଗର୍ଭରେ ପୁଅ ଅଛି ନା ଝିଅ !

ମା ହେବା ଠାରୁ ଅଧୁକ ଖୁସି ଦୁନିଆର ବୋଧ ହୁଏ ଆଉ କିଛି ନାହିଁ। ଏହା ଦୁନିଆର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଏବଂ ସବୁଠାରୁ ସୁନ୍ଦର ଅନୁଭବ। ଯାହା ସମସ୍ତଙ୍କ ଭାଗ୍ୟରେ ଅତି ସହଜରେ ମିଳେନାହିଁ। କିନ୍ତୁ ଯେଉଁମାନଙ୍କୁ ଏହି ଖୁସି ମିଳିଥାଏ ସେମାନେ ଏହାର ଗୋଟେ ମୁହୂର୍ତ୍ତରେ ଖୁସି ଅନୁଭବ…