Browsing Tag

during travel

କେରଳରେ ରହିଛି ଏକ ‘ଜଳ ମନ୍ଦିର’,ଦୃଶ୍ୟ ଅତି ଚମତ୍କାର, ଜାଣନ୍ତୁ ଏଠାକୁ କିପରି ଯିବେ ?

କେରଳ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଖୁବ ଜଣାଶୁଣା ଏବଂ ଏଠାକାର ଜଳ ମନ୍ଦିର ଆଧ୍ୟାତ୍ମିକ ଯାତ୍ରାରେ ଯାଉଥିବା ଲୋକଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ । ବିଶେଷକରି ବର୍ଷା ସମୟରେ ଏହା ଆହୁରି ସୁନ୍ଦର ହୋଇଯାଏ । ଆସନ୍ତୁ ଜାଣିବା ଆପଣ ଏଠାକୁ କିପରି ପହଞ୍ଚିପାରିବେ ଏବଂ ଏହି ମନ୍ଦିର…

ସ୍କୁଟରରେ ୯୯, ୨୮୨ କିଲୋମିଟର ଯାତ୍ରା କରିଛନ୍ତି ମା’ ପୁଅ, ବୁଲୁଛନ୍ତି ଭାରତର ସମସ୍ତ ତୀର୍ଥସ୍ଥଳୀ

କଳିଯୁଗର ଶ୍ରବଣ କୁମାର । ମାଙ୍କୁ ବୁଲାଉଛନ୍ତି ଭାରତର ସମସ୍ତ ତୀର୍ଥସ୍ଥଳୀ । ସେ ପୁଣି ଏକ ୨୫ ବର୍ଷିଆ ପୁରୁଣା ସ୍କୁଟରରେ । ସ୍କୁଟରରେ ଭାରତର କୋଣ ଅନୁକୋଣ ବୁଲି ସାରିଛନ୍ତି ମା’ ପୁଅ । ମା’ଙ୍କ ଇଚ୍ଛା ପୂରଣ କରିବାକୁ ନିଷ୍ପତି ନେଇ ପ୍ରଥମେ ଚାକିରି ଛାଡ଼ିଲେ । ଆଉ ଚାକିରି ଛାଡ଼ିବା ପରେ…

ବିଦେଶ ଯାଉଥିବା ଲୋକଙ୍କର ୧୯ ପ୍ରକାରର ବ୍ୟକ୍ତିଗତ ତଥ୍ୟ ରଖିବେ ଭାରତ ସରକାର, ଏପ୍ରିଲ୍ ୧ରୁ ଲାଗୁ

ଏଣିକି ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ରଖିବେ ଭାରତ ସରକାର । ବିଦେଶ ଯାଉଥିବା ଲୋକଙ୍କଠାରୁ ସରକାର ୧୯ ପ୍ରକାରର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବେ । ଯାତ୍ରୀମାନେ କେବେ, କେଉଁଠି ଏବଂ କିପରି ଯାତ୍ରା କରୁଛନ୍ତି, ତାହା ଜାଣିବେ ସରକାର । ଏହିପରି ଯାତ୍ରା ଖର୍ଚ୍ଚ କିଏ ଏବଂ କିପରି ବହନ କଲା, କିଏ…

ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ କିପରି ପାଇବେ ମୁକ୍ତି, ଜାଣନ୍ତୁ ଏହାର ଉପାୟ

ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କୁ ବାନ୍ତି ହୋଇଥାଏ। ଯଦି ଆପଣ ବି ଏହି ସମସ୍ୟାର ସାମ୍ନା କରୁଛନ୍ତି, ତେବେ କେତୋଟି ସରଳ ଉପାୟ ଦ୍ବାରା ଏହାର ସମାଧାନ କରନ୍ତୁ। ଯଥା – * ଯାତ୍ରା କରିବା ସମୟରେ ଏସିଡିଟି ସମସ୍ୟା ଅଧିକ ଦେଖାଦେଇଥାଏ। ତେଣୁ ମୁଣ୍ଡବୁଲାଇ ବାନ୍ତି ହୁଏ। ସେଓରେ ଥିବା…