ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ : ବିଜେଡ଼ିରେ ଯୋଗ ଦେଲେ ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ
ଭୁବନେଶ୍ବର : ରାଜଧାନୀ ରାସ୍ତାରେ କଳାହାଣ୍ଡିର ଘୁମୁରା ନାଚ। ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବିଜେଡି କାର୍ଯ୍ୟାଳୟ ଆସିଥିଲେ ଭବାନୀପାଟଣାର ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ। ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ, ଦୁଷ୍ମନ୍ତ। ସେ ୨୦୦୯ରେ ବିଧାୟକ ଥିଲେ। ତାଙ୍କ ସହ ଭବାନୀପାଟଣା ବ୍ଲକ…