ଆସୁଛି ଦୁର୍ଗା ପୂଜା, ସମବାୟ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଶାରଦୀୟ ଉତ୍ସବ ପାଳନ
ଭୁବନେଶ୍ୱର : ପାଖେଇ ଆସୁଛି ଦୁର୍ଗା ପୂଜା । ମାତ୍ର ଆଉ କିଛି ଦିନର ଅପେକ୍ଷା । ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ଚାରିଆଡ଼େ ଉତ୍ସବର ମାହୋଲ । ବର୍ଷକ ପରେ ମାଆଙ୍କୁ ପାଖରେ ପାଇବେ ଶ୍ରଦ୍ଧାଳୁ । ସମସ୍ତେ ଚାହିଁ ବସିଛନ୍ତି ମାଆଙ୍କ ଆଗମନକୁ । ମା’ଙ୍କ ମୂର୍ତ୍ତିକାମଠୁ ତୋରଣ,…