ନିଜ ରକେଟରୁ ଚନ୍ଦ୍ର ଉପରେ ଚୀନ ପକାଉଛି ୩ ଟନ୍ ଆବର୍ଜନା !
ଆପଣ ଜାଣନ୍ତି କି ଚନ୍ଦ୍ରରେ ଏକ ବଡ ଘଟଣା ସାମନାକୁ ଆସିଛି । ଯାହା ମହାକାଶରେ ଗତି କରୁଥିବା ଏବଂ ପୃଥିବୀରୁ ମୁକ୍ତ ହୋଇଥିବା ରକେଟ ସମ୍ବନ୍ଧୀୟ । ପ୍ରାୟ ୩ ଟନ ଆବର୍ଜନା ଚନ୍ଦ୍ର ପୃଷ୍ଟରେ ପଡିପାରେ ବୋଲି କୁହାଯାଉଛି । ଯଦି ଏହା ଘଟୁଛି ତେବେ ଚନ୍ଦ୍ରରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇପାରେ…