Browsing Tag

DUTI IN KIIT AND KISS

କିଟ୍ ଓ କିସରେ ଦୂତିଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟରେ ଦୂତିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ଦୂତି ସଚିବାଳୟରୁ ନିଜ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଶୋଭାଯାତ୍ରାରେ କିସ୍‌ ଯାଇଥିଲେ ଦୂତି । କିସ୍‌ର ୨୭ ହଜାର…