“ଦେଶରେ ଜେନେରିକ ଔଷଧର ବିକ୍ରିକୁ କରାଯିବ ଦ୍ବିଗୁଣିତ” : କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା
ବେଙ୍ଗାଲୁରୁ (କେନ୍ୟୁଜ୍ ) : କେନ୍ଦ୍ର ସରକାରଙ୍କର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ଗତକାଲି ଅର୍ତାତ୍ ସୋମବାର ବେଙ୍ଗାଲୁରୁ ନିଜ ବାସଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସମ୍ମିଳନୀରେ ଦେଶରେ ଜେନେରିକ ଔଷଧ ଦୋକାନ ସଂଖ୍ୟା ବୃଦ୍ଧି କରାଯିବ ବୋଲି…