ଝାଡାବାନ୍ତିରେ ୭ ଆକ୍ରାନ୍ତ, ଚିକିତ୍ସା ପାଇଁ କାନ୍ଧରେ ନଦୀ ପାର୍ ହେଲେ ରୋଗୀ
ଜୟପୁର(କେନ୍ଯୁଜ୍): ଜୀବନକୁ ବାଜି ଲଗାଇ ଜୀବନ ବଞ୍ଚେଇବା ପାଇଁ ନଦୀର ସ୍ରୋତ ପ୍ରଖର ଥିବା ସତ୍ବେ କାନ୍ଧରେ ବୁହା ହୋଇ ଆସିଲେ ୭ ରୋଗୀ। ଏଭଳି ଘଟଣା ଘଟିଛି ବୈପାରୀଗୁଡା ବ୍ଲକର ୧୫ କି.ମି ଦୂର ମାଠପଡା ପଞ୍ଚାୟତ ବଣୁଆଗୁଡା ଗାଁରେ। ଝାଡାବାନ୍ତି ଯୋଗୁ ଅସୁସ୍ଥ ହୋଇଥିବା ରୋଗୀଙ୍କୁ ଚିକିତ୍ସା…