EPF ମାମଲାରେ ଇ-କୋର୍ଟ ଜରିଆରେ ହେବ ଅନଲାଇନ ଶୁଣାଣି, ଏବେ ଅଫିସ ଚକ୍କର କାଟିବାରୁ ମିଳିବ ମୁକ୍ତି
EPFO ଅଫିସରେ ଆଉ ଲଗାଇବାକୁ ପଡିବନି ଚକ୍କର । ଖୁବ ଶୀଘ୍ର ଇ-କୋର୍ଟ ମାଧ୍ୟମରେ ଅନଲାଇନ୍ ଶୁଣାଣି କରିବାକୁ ପ୍ରସ୍ତୁତ ହେଉଛି EPFO । ଏହାର ସଫ୍ଟୱେର୍ ମଧ୍ୟ ପ୍ରସ୍ତୁତ କରାଯାଇଛି । କରୋନା ସମୟରେ କୌଣସି କମ୍ପାନୀ କିମ୍ବା ଅଂଶୀଦାରମାନଙ୍କୁ EPFO କାର୍ଯ୍ୟାଳୟ ପରିଦର୍ଶନ କରିବାର…