Browsing Tag

e-passport

ଅନଲାଇନ ପାସପୋର୍ଟ ଆବେଦନ ପରେ ବି ବିଳମ୍ଭ ହେଉଛି ଆସିବା? ତେବେ ତୁରନ୍ତ mPassportରେ କରିନିଅନ୍ତୁ ଚେକ୍‌

ଭାରତ ସରକାର ସାଧାରଣ ଜନତାଙ୍କ ପାଇଁ ଏବେ ସବୁକିଛି ଜରୁରୀ କାଯ୍ୟର୍କୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇଛନ୍ତି। ଆର୍‌ଟିଆଇ ଫାଇଲ୍‌ କରିବାଠୁ ଆରମ୍ଭ କରି ପ୍ୟାନ୍‌ କାର୍ଡ ଯାଏ, ଏ ସମସ୍ତ କାଯ୍ୟର୍ ଅନ୍‌ଲାଇନ୍‌ ଜରିଆରେ ହୋଇପାରୁଛି। ଆଉ ଏବେ ପାସ୍‌ପୋର୍ଟ ପାଇଁ ଅନ୍‌ଲାଇନ୍‌ ଆବେଦନ କରିବା ବି…

ବିଦେଶ ଯାତ୍ରାରେ ହେବ ଏହି ପରିବର୍ତ୍ତନ, ଜାଣନ୍ତୁ କଣ ଏହି ଇ-ପାସପୋର୍ଟ

ବଜେଟ୍‌ ୨୦୨୨ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଇ-ପାସପୋର୍ଟକୁ ନେଇ ବଡ ଘୋଷଣା କରିଛନ୍ତି। ସେ ନିଜ ବଜେଟ ଭାଷଣରେ କହିଛନ୍ତି ଯେ ୨୦୨୨-୨୩ରେ ଇ-ପାସପୋର୍ଟ ଜାରୀ ହେବ। ଏହାଦ୍ୱାରା ନାଗରିକଙ୍କୁ ବିଦେଶ ଯାତ୍ରାରେ ସୁବିଧା ମିଳିବ। ବଜେଟ୍‌ ପୂର୍ବରୁ ଅନୁମାନ ଲଗାଯାଉଥିଲା ଯେ ସରକାର…

ଭାରତରେ ଜଲ୍‌ଦି ମିଳିବାକୁ ଯାଉଛି ଇ-ପାସପୋର୍ଟ, ଜାଣନ୍ତୁ ଏହା କ’ଣ? କେମିତି କରିବେ ଆବେଦନ?

ନାଗରିକମାନଙ୍କ ପାଇଁ ଏକ ଭଲ ଖବର। ନିକଟରେ ଭାରତ ସରକାର ଘୋଷଣା କରିଛନ୍ତି ଯେ ସରକାର ଖୁବ୍‌ ଜଲ୍‌ଦି ନୂଆ ପାସପୋର୍ଟ ପାଇଁ ଆବେଦନ କରୁଥିବା ନାଗରିକ କିମ୍ବା ନିଜର ମିଆଦ ପୂର୍ଣ୍ଣ ହେଉଥିବା ପାସପୋର୍ଟର ନବୀକରଣ କରୁଥିବା ନାଗରିକମାନଙ୍କୁ ଇ-ପାସପୋର୍ଟ ଜାରି କରିବା ଆରମ୍ଭ କରିବେ। ବୈଦେଶିକ…

ଆସିଲା ନୂଆ ଟେକ୍ନୋଲୋଜି, ପୂର୍ବଠାରୁ ଏବେ ଆହୁରି ସୁରକ୍ଷିତ ହେବ ପାସପୋର୍ଟ

ଆଜିର ସମୟରେ ଯେକୌଣସି ମଣିଷର ପରିଚୟ ପାଇଁ ପାସପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ବର୍ତ୍ତମାନ ସରକାର ଆଧୁନିକ ଯୁଗର ଏହି ପରିଚୟ ପତ୍ରକୁ ଆହୁରି ସୁରକ୍ଷିତ କରିବାକୁ ଯାଉଛନ୍ତି । ଭାରତୀୟ ସୁରକ୍ଷା ପ୍ରେସ ନାଶିକ ଏବଂ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ସହିତ ମିଶି ସରକାର ଚିପ ଏନାବଲ…

ଏବେ ଇ-ପାସପୋର୍ଟ ଜାରୀ କରିବେ ସରକାର, ଜାଣନ୍ତୁ ଏହା ବିଷୟରେ ସବିଶେଷ ତଥ୍ୟ. . .

ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ସରକାର ଇ-ପାସପୋର୍ଟ ଜାରୀ କରିବା ପ୍ରସ୍ତୁତିରେ କାମ କରୁଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ୨.୨ କୋଟି ଇ-ପାସପୋର୍ଟ ଜାରୀ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ କଡା ସୁରକ୍ଷା ଉପାୟ ବିଶିଷ୍ଟ ଇଲେକ୍ଟ୍ରୋନିକ ଚିପ୍ ଆଧାରିତ ଇ-ପାସପୋର୍ଟ ଜାରୀ କରିବାର…