Browsing Tag

E Ticket

କାଉଣ୍ଟରରୁ କିଣିବା ପରେ ହଜିଯାଇଛି କି ଟ୍ରେନ ଟିକେଟ? ତେବେ ଏହି ଉପାୟରେ କରିପାରିବେ ଯାତ୍ରା..

ରେଳ ବିଭାଗର ଏହି ନିୟମକୁ ଜାଣି ନିଅନ୍ତୁ। ଯଦି ଆପଣ କାଉଣ୍ଟରରୁ ଟିକେଟ କିଣୁଛନ୍ତି ଆଉ ସେ ଟିକେଟ ହଜିଯାଉଛି କିମ୍ବା ତାକୁ ଘରେ ଛାଡ଼ି ଦେଇଛନ୍ତି ତେବେ ଏମିତିରେ ରେଳ ବିଭାଗ ଆପଣଙ୍କୁ ଯାତ୍ରା କରିବାକୁ ଦେବ ନାହିଁ। ତେବେ ଯଦି ସେହି ଟିକେଟର ଫଟୋ ଅଛି ତେବେ ବି କଣ ଟିଟିଇ ଆପଣଙ୍କ ଟିକେଟକୁ…

ଏବେ ଯାତ୍ରୀ ବିନା ଟିକେଟରେ କରିପାରିବେ ଟ୍ରେନ ଯାତ୍ରା, ଆସିଲା ରେଳ ବିଭାଗର ନୂଆ ନିୟମ

ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଏବେ ଟିକେଟ ନଥିଲେ ବି କରିପାରିବେ ଟ୍ରେନ ଯାତ୍ରା। ଅନେକ ଥର ଏମିତି ପରିସ୍ଥିତି ଆସେ ଯେ ଯେବେ ଆପଣଙ୍କୁ ଅଚାନକ ଯାତ୍ରା କରିବାକୁ ପଡେ। ଆଉ ଏଭଳି ସମୟରେ ପାଖରେ ଟିକେଟ ଆଭିଲେଭଲ ନଥିଲେ ବଡ଼ ସମସ୍ୟା ହୋଇଥାଏ। ଶୀଘ୍ର କନଫର୍ମ ଟିକେଟ ପାଇବା ସହଜ…

ଏବେ ଆଉ ରହିବନି ୱେଟିଂ ଟିକେଟର ଚିନ୍ତା, ରେଳ ମନ୍ତ୍ରଣାଳୟ ଦେବାକୁ ଯାଉଛି ଏପରି କିଛି ସୁବିଧା

ଟ୍ରେନ ଟିକେଟ କନଫର୍ମ ହେଲା କି ନାହିଁ ଜାଣିବା ପାଇଁ ବର୍ତ୍ତମାନ ଆଉ ୱେବସାଇଟ କିମ୍ବା କୌଣସି ନମ୍ବରରେ ବାରମ୍ବାର ଯୋଗାଯୋଗ କରିବାକୁ ପଡିବ ନାହିଁ । ଏଥର ରେଳ ବିଭାଗ ନିଜେ ଯାତ୍ରୀଙ୍କ ଫୋନ୍କୁ ଏହାର ସୂଚନା ମେସେଜ ଦ୍ୱାରା ପଠାଇବ । ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ ।…

ଯାତ୍ରୀଙ୍କ ପକେଟ୍ କୁ ମହଙ୍ଗା ମାଡ, ଇ-ଟିକେଟ୍ ବୁକିଂରେ ଦେବାକୁ ପଡ଼ିବ ଅଧିକ ଟଙ୍କା

ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଅନେକ ସୁବିଧା ଯୋଗାଇ ଦେବା ପାଇଁ ଘୋଷଣା କରିସାରିଛି। କିନ୍ତୁ ବର୍ତ୍ତମାନ ରେଳଯାତ୍ରୀଙ୍କ ପାଇଁ ଏକ ଖରାପ ସୂଚନା ଆସିଛି। ବର୍ତ୍ତମାନ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ପାଇଁ ଅନଲାଇନ ରିଜର୍ଭେସନ କଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।…