ଯାଜପୁରରୁ ବିରଳ ଶାଗୁଣା ପକ୍ଷୀ ଉଦ୍ଧାର
ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଆଜି ଏକ ବିରଳ ଶାଗୁଣା ଉଦ୍ଧାର କରାଯାଇଛି । ଆଜି ଅପରାହ୍ନ ସମୟରେ ନଦୀ ପଠାରେ ଏକ ଆହତ ଶାଗୁଣାକୁ ସ୍ଥାନୀୟ ଅଞ୍ଚଳର କେତେକ ଯୁବକମାନେ ଧରିଥିଲେ ।
ଏହା ଦେଖି ସ୍ଥାନୀୟ…