ସୁଲଭ ଦରରେ ଲଞ୍ଚ ହୋଇଛି ଦମଦାର୍ earbuds, ଜାଣନ୍ତୁ ଡିଟେଲ୍ସ
ଯଦି ଆପଣ ସୁଲଭ ମୂଲ୍ୟରେ ଦମଦାର୍ ଫିଚର୍ସ ସହିତ ଲ୍ୟାସ୍ ଏକ earbuds ଖୋଜୁଛନ୍ତି, ତେବେ itel ନିଜର ନୂଅ ଅଫର ସହିତ ଆଣିଛି । କମ୍ପାନୀ ଭାରତରେ ନିଜର ନୂଆ ୱାୟାରଲେସ୍ earbuds S9 Ultra କୁ ଲଞ୍ଚ କରିଛି । ଏହି ଇୟରବଡ୍ସ pearlescent finish ସହିତ ଡୁଆଲ ଟୋନ୍ ଡିଜାଇନରେ ଲଞ୍ଚ କରାଯାଇଛି…