ଭାଗ୍ୟ ବଦଳାଇବ ୨୦ ଟଙ୍କିଆ ପୁରୁଣା ନୋଟ, ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା
ସତରେ ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ । ସମସ୍ତେ ଟଙ୍କା ରୋଜଗାର କରି ସୁଖରେ ଚଳିବାକୁ ଚାହାନ୍ତି । କିଏ ବ୍ୟବସାୟ କରି ଟଙ୍କା ରୋଜଗାର କରେ ତ କିଏ ଚାକିରି କରି ନିଜ ଅର୍ଥାଭାବକୁ ଦୂର କରେ । କିନ୍ତୁ ଧନୀ ହେବା ପାଇଁ ଅନେକ ଲୋକ ଦିନ ରାତି ପରିଶ୍ରମ କରନ୍ତି । ଆଉ ଏହି ସଂଘର୍ଷରେ କିଛି…