ପାକିସ୍ତାନର ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକ ବୈଠକରେ ଇୟର୍ଫୋନକୁ ନେଇ ହେଲେ ହଡ଼ବଡ଼, ପୁଟିନ ହସିବା ସହ ଦେଲେ ଇଶାରା
ବେଜିଂରେ ଅନୁଷ୍ଠିତ ୨୦୨୫ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନେଇ ଏକ ରୋଚକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ବୈଠକ ସମୟରେ ସରିଫ ତାଙ୍କ ଅନୁବାଦ…