ମାତ୍ର ଗୋଟିଏ ଘଣ୍ଟାରେ ଦୁନିଆର ଯେକୌଣସି ସ୍ଥାନରୁ ଘରେ ପହଞ୍ଚିବ ଜିନିଷ
କ୍ବିକ୍ କମର୍ସ କମ୍ପାନୀ ବା ଡେଲିଭରୀ କମ୍ପାନୀ ଗୁଡ଼ିକ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚାରେ ରହିଛନ୍ତି । ମାତ୍ର ୧୦ରୁ ୧୫ ମିନିଟ ମଧ୍ୟରେ ଆପଣଙ୍କ ଘରେ ସାମଗ୍ରୀ ପହଞ୍ଚାଇ ପାରୁଛନ୍ତି ଡେଲିଭରୀ କମ୍ପାନୀ । ଏପରି କିଛି କମ୍ପାନୀ ଅଛନ୍ତି ଯେଉଁମାନେ ଗୋଟିଏ ସହରରୁ ଅନ୍ୟ ସହରକୁ ସାମଗ୍ରୀ…