ବିଳମ୍ବିତ ରାତିରେ ମୟୂରଭଞ୍ଜରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ
ମୟୂରଭଞ୍ଜ: ମୟୂରଭଞ୍ଜରେ ଭୂକମ୍ପ ଝଟ୍କା। ବିଳମ୍ବିତ ରାତି ୨ଟା ୧୩ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୩.୯। ଏନେଇ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ପକ୍ଷରୁ ସୂଚନା ମିଳିଛି।ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା…