Browsing Tag

earth

ପୃଥିବୀକୁ କେଉଁଠାରୁ ଆସିଲା ପାଣି? ଆଜି ପର୍ଯ୍ୟନ୍ତ ଏକ ରହସ୍ୟର ବିଷୟ

ପୃଥିବୀ ପୃଷ୍ଠରେ ପ୍ରାୟ ୭୦% ଜଳ ଅଛି, କିନ୍ତୁ ପୃଥିବୀକୁ ଏତେ ପାଣି କେଉଁଠୁ ଆସିଲା? ପୃଥିବୀରେ ପାଣି କେଉଁଠୁ ଆସିଲା ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ବୈଜ୍ଞାନିକମାନଙ୍କ ସାମ୍ନାରେ ରହିଆସିଛି । ପୃଥିବୀ ପୃଷ୍ଠର ୭୧ ପ୍ରତିଶତ ଜଳ ସହିତ ଆଚ୍ଛାଦିତ ହୋଇଥିଲେ ମଧ୍ୟ ଏହାର ଉତ୍ପତ୍ତି ଆଜି…

ଏହି ହ୍ରଦରେ ଲୁଚି ରହିଛି ପୃଥିବୀରେ ଜୀବନର ରହସ୍ୟ, ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟଜନକ ଦାବି

ପୃଥିବୀରେ ଜୀବନ କିପରି ଏବଂ କେବେ ଆରମ୍ଭ ହେଲା ? ଏହି ପ୍ରଶ୍ନର ଉତ୍ତରକୁ ନେଇ ସବୁବେଳେ ଲୋକମାନଙ୍କ ମଧ୍ୟରେ ମତଭେଦ ହୋଇଥାଏ । ତେବେ ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ଶାସ୍ତ୍ର ପର୍ଯ୍ୟନ୍ତ କୌଣସି ସ୍ଥାନରେ ଏହାର କୌଣସି ସଠିକ୍‌ ଉତ୍ତର ନାହିଁ । ଏହି କାରଣରୁ ସମଗ୍ର ବିଶ୍ୱରେ ବୈଜ୍ଞାନିକମାନେ…

ଫେବୃଆରୀରେ ଅଧିକ ବଢ଼ିପାରେ ତାପମାତ୍ରା, ବୈଜ୍ଞାନିକଙ୍କୁ ଘାରିଲା ଚିନ୍ତା

ନିକଟରେ ପୃଥିବୀର ଗ୍ଲୋବାଲ ୱାର୍ମିଂକୁ ନେଇ ଫ୍ରାନ୍ସରେ ଏକ ଅଧ୍ୟୟନ କରାଯାଇଛି। ପଲ୍ ସବେଟିୟର୍ ବିଶ୍ୱବିଦ୍ୟାଳୟର ପରିବେଶ ବୈଜ୍ଞାନିକ ଆଡ୍ରେ ମିନିୟରଙ୍କ ନେତୃତ୍ୱରେ ହୋଇଥିବା ଏକ ଷ୍ଟଡି ଅନୁଯାୟୀ ପୃଥିବୀର ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ସେ ଏହାକୁ ନେଇ ପ୍ରମାଣ ମଧ୍ୟ ଦେଖାଇଛନ୍ତି ।…

ପୃଥିବୀର ସବୁଠାରୁ ଛୋଟ ଦେଶ, ଜାଣନ୍ତୁ କେଉଁଠାରେ ରହିଛି ଏହି ସ୍ଥାନ

ଆପଣମାନେ ତ ଜାଣିଥିବେ ଯେ ୟୁରୋପ ମାଳଦ୍ୱୀପରେ ଉପସ୍ଥିତ ଥିବା ଭେଟିକଲ୍‌ ସିଟି ପୃଥିବୀର ସବୁଠାରୁ ଛୋଟ ଦେଶ ଭାବରେ ପରିଗଣିତ ହୋଇଥାଏ । ଆପଣ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ମାତ୍ର ୪୪ ହେକ୍ଟର କ୍ଷେତ୍ର ସହିତ ଏହି ଦେଶରେ ବୁଲାବୁଲି କରିପାରିବେ । ଯଦି ଆପଣ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ…

ଲକ୍ଷେ ବର୍ଷରେ ‘୨୦୨୩’ ଥିଲା ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ

କେନ୍ୟୁଜ୍‌ ଓଡ଼ିଶା: ଜଳବାୟୁ ପରିବର୍ତ୍ତନରେ ଅସ୍ବାଭାବିକ ପରିବର୍ତ୍ତନ । ୨୦୨୩ ଥିଲା ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ । ଗତ ଲକ୍ଷେ ବର୍ଷ ଭିତରେ ଏହା ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା । ଏହି ତଥ୍ୟ ଦେଇଛି ୟୁରୋପୀୟ ସଂଘର କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା । ଜଳବାୟୁ ଦୃଷ୍ଟିରୁ…

ପୃଥିବୀରୁ ଶେଷ ହୋଇଯିବ କି ମାନବ ସଭ୍ୟତା ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ସମୟ ପରିବର୍ତ୍ତନଶୀଳ । ଯାହା ଆଜି ଅଛି ତାହା କାଲି ନଥିବ । ତେବେ ପୃଥିବୀରେ ଅନେକ ପରିବର୍ତ୍ତନ ହେଉଛି । କିଛି ପରିବର୍ତ୍ତନ ପ୍ରକୃତି ପାଇଁ ହୋଇଥାଏ ତ ଆଉ କିଛି ପରିବର୍ତ୍ତନ ମଣିଷ ପାଇଁ ହୋଇଥାଏ । ତେବେ ପରିବର୍ତ୍ତନ ମଣିଷ ସମାଜ ପାଇଁ କେତେ ଯେ ଭୟଙ୍କରୀ ତାହା ନକହିବା ଭଲ । ଏହି…

କ’ଣ ପୃଥିବୀ ଉପରେ ଖସିଯିବ କି ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ? ନାସା ଦେଲା ଚେତାବନୀ

ପୃଥିବୀର ଅନେକ ଦେଶ ମହାକାଶରେ ଥିବା ଅନ୍ୟ ଗ୍ରହମାନଙ୍କରେ ଜୀବନ ଖୋଜିବାରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ବିଭିନ୍ନ ଦେଶର ସ୍ପେସ୍ ଏଜେନ୍ସି ଏହାକୁ ନେଇ ଗବେଷଣା ଚଳାଇଛନ୍ତି। ଏଥିପାଇଁ ଗତ କିଛି ବର୍ଷ ଧରି ଏକ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ମହାକାଶରେ ରହିଛି, ଯେଉଁଠାରେ ବିଭିନ୍ନ ସମୟରେ…

ପୃଥିବୀକୁ ମାଡି ଆସୁଛି ବଡ ବିପଦ, ଶେଷ ହୋଇଯିବେ କୋଟି କୋଟି ଲୋକ

ଭବିଷ୍ୟତରେ ପୃଥିବୀର ଏକ ବଡ ଅଂଶରେ ଏତେ ଅଧିକ ଗରମ ହେବା ଯେ ସେଠାରେ ଲୋକମାନଙ୍କର ରହିବ କଷ୍ଟକର ହୋଇଯିବ । ତେବେ ଏହାର ପ୍ରଭାବ ଅଧିକ ଜନସଂଖ୍ୟା ଥିବା ଅଞ୍ଚଳରେ ଅତ୍ୟଧିକ ପଡିପାରେ । ଯେପରି ଉତ୍ତର ଓ ଦକ୍ଷିଣ ଆମେରିକା, ଏସିଆ ଓ ମିଡିଲ ଇଷ୍ଟ ପରି ସ୍ଥାନରେ ଏହାର ପ୍ରଭାବ ପଡିପାରେ । ଆଗକୁ…

ଚଳିତ ମାସରେ ଘଟିବାକୁ ଯାଉଛି ଅଲୌକିକ ଘଟଣା

ଅକ୍ଟୋବରରେ ମାଡ଼ି ଆସୁଛି ବିପଦ! ଆକାଶରେ ଘଟିବ ଏଭଳି ଅଲୌକିକ ଘଟଣା ଯାହାକୁ ଆପଣ ଆଗରୁ କେବେ ବି ଦେଖିନଥିବେ...ଚଳିତ ମାସରେ ପୃଥିବୀରେ ମାଡ଼ ହେବାକୁ ଯାଉଛି ଶକ୍ତିଶାଳୀ ଉଲ୍କା ପିଣ୍ଡ..କେବଳ ଏତିକି ନୁହେଁ ଚଳିତ ମାସରେ ଦୁଇ ଦୁଇଟା ଗ୍ରହଣ ଲାଗିବକୁ ଯାଉଛି ... ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର…

ଡାଇନୋସରଙ୍କ ସହ ଅଛି କି ଏହି ଗଛର ସମ୍ପର୍କ? ୨୯ କୋଟି ବର୍ଷରୁ ହୋଇନାହିଁ କୌଣସି ପରିବର୍ତ୍ତନ

(କେନ୍ୟୁଜ ବ୍ୟୁରୋ): ଦକ୍ଷିଣ ଏସିଆ ସମେତ ବିଶ୍ୱର କିଛି ସ୍ଥାନରେ ମିଳିଥାଏ ଏକ ଅନନ୍ୟ ଗଛ, ଯେଉଁ ଗଛକୁ ଲୋକେ ଅନେକ ଆଶା ନେଇ ଦେଖିଥାନ୍ତି । ଏହି ଗଛ ବିଗତ କୋଟି କୋଟି ବର୍ଷ ଧରି ପୃଥିବୀରେ ରହି ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ହେଉଥିଲେ ମଧ୍ୟ ଏହି ଗଛର ପ୍ରଜାତିରେ କେଣସି…

ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟ୍ରଏଡ, ବିପଦରୁ ରକ୍ଷା କରିବ ନାସାର ଡାର୍ଟ ମିଶନ

କେନ୍ୟୁଜ୍‌(ବ୍ୟୁରୋ): ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟ୍ରଏଡ । ଘଣ୍ଟା ପ୍ରତି ୭ହଜାର ୨୦୦ କିଲୋମିଟର ବେଗରେ ମାଡି ଆସୁଛି ୬୦ ଫୁଟର ବିଶାଳକାୟ ଆଷ୍ଟ୍ରଏଡ । ପୂର୍ବରୁ ଆଷ୍ଟ୍ରଏଡ ପୃଥିବୀରେ ମାଡ଼ ହେବା ନେଇ ବହୁବାର ଚେତାବନୀ ଦେଇଛି ନାସା। ମାତ୍ର ଚଳିତ ଥର ଆସୁଥିବା ଆଷ୍ଟ୍ରୋଏଡର ଆକାର ବିଶାଳ ଓ…

ନାସା ଠାବ କରିଛି ବଡ଼ ପୃଥିବୀ, ଏହା ଆମ ଗ୍ରହ ଠାରୁ ୪ ଗୁଣ ବଡ଼ ଏବଂ ଏଠି ୧୧ ଆର୍ଥ ଦିନରେ ହୁଏ ଗୋଟିଏ ବର୍ଷ

ପୃଥିବୀ ହିଁ ଏମିତି ଏକ ଗ୍ରହ, ଯେଉଁଠି ଜୀବନ ସମ୍ଭବ। ଏହି ଗ୍ରହ ଛଡ଼ା ଅନ୍ୟ ଗ୍ରହର ମଣିଷ ଠାରୁ ଆରମ୍ଭ କରି ପଶୁ କେହି ମଧ୍ୟ ବଞ୍ଚି ପାରିବେ ନାହିଁ। ଏମିତିକି ଯଦି ବା ମଙ୍ଗଳ ଗ୍ରହର ଜୀବନ ସମ୍ଭବ ବୋଲି ଜଣାପଡ଼ିଛି କିନ୍ତୁ ଏଠାରେ ମଧ୍ୟ ଆବଶ୍ୟକ ହୁଏ ଅମ୍ଳଜାନ। ପୃଥିବୀ ହିଁ ଏପରି ଏକ ଗ୍ରହ…