ଭୂକମ୍ପ ଆସିବାର ପ୍ରକୃତ କାରଣ କ’ଣ? ଭାରତ ପାଇଁ ଏହା କେତେ ବିପଦପୂର୍ଣ୍ଣ?
ଗତ କିଛି ଦିନ ହେବ ଭୂମିକମ୍ପର ଖବର ସମସ୍ତଙ୍କୁ ଭୟଭୀତ କରି ରଖିଛି। ସେମିତିରେ ତ ପ୍ରତିବର୍ଷ ଦୁନିଆରେ କେଉଁଠି ନା କେଉଁଠି ଭୂକମ୍ପ ହୋଇଥାଏ। ତେବେ ବି ବନ୍ୟା ବାତ୍ୟା ଭଳି ପୂର୍ବନୁମାନ ଭୂମିକମ୍ପ କ୍ଷେତ୍ରରେ କରାଯାଇପାରେ ନାହିଁ। କାରଣ ଭୂମିକମ୍ପ ଏକ ଏଭଳି ପ୍ରାକୃତିକ ଦୁର୍ବିପାକ ଯାହାର…