earthquake in gajapati

ଗଜପତିରେ ମୃଦୁ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୪

ଗଜପତି(କେନ୍ୟୁଜ୍): ଗଜପତିରେ ମୃଦୁ ଭୂକମ୍ପ । ସକାଳ ୯ଟା ୪୬ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୩.୪ ।

2 years ago

ମୃଦୁ ଭୂକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି ଜିଲ୍ଲା, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୯

ଗଞ୍ଜାମ/ଗଜପତି: ମୃଦୁ ଭୂକମ୍ପରେ ଥରିଲା ଗଞ୍ଜାମ-ଗଜପତି। ଦୁଇ ଜିଲ୍ଲାରେ ଆଜି ସକାଳୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା। ଗଞ୍ଜାମ…

4 years ago