Browsing Tag

earthquake

ଭୂମିକମ୍ପରୁ ବଞ୍ଚାଇବ ଏହି ବେଡ୍, ଜାଣନ୍ତୁ Earthquake-Proof Bed କ’ଣ

ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା ଭୟଙ୍କର କ୍ଷତି ଦେଖି ଅନ୍ୟ ଦେଶର ଲୋକମାନେ ମଧ୍ୟ ଖୁବ ଭୟଭୀତ ଅଛନ୍ତି । ଭାରତ, ଯେଉଁଠାରେ ଦିଲ୍ଲୀ-ଏନସିଆର କିମ୍ବା ଅନ୍ୟାନ୍ୟ ଅଞ୍ଚଳରେ ପ୍ରତିଦିନ ଭୂକମ୍ପ ଖବର ଆସୁଛି, ସେଠାକାର ଲୋକମାନେ ଆହୁରି ଚିନ୍ତିତ ଅଛନ୍ତି ଯେ…

ତାଇଓ୍ଵାନ ଏବଂ ଜାପାନ ପରେ ନ୍ୟୁଜର୍ସିରେ ଭୂକମ୍ପ ଝଟକା, ତୀବ୍ରତା ୫.୫

ବିଶ୍ୱର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲାଣି ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ତାଇଓ୍ଵାନ ଏବଂ ଜାପାନ ପରେ ଏବେ ପୁଣି ଥରିଛି ଆମେରିକାର ନ୍ୟୁୟର୍କ ସହର । ଆମେରିକାର ନ୍ୟୁଜର୍ସିର ପ୍ଲେନଫିଲ୍ଡ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୫ ରହିଛି । ଗତକାଲି ରାତିରେ…

ତାଇଓ୍ଵାନରେ ଶକ୍ତିଶାଳୀ ଭୂମିକମ୍ପରେ ନିଖୋଜ ୨ ଭାରତୀୟ ସୁରକ୍ଷିତ: କେନ୍ଦ୍ର ସରକାର

ତାଇୱାନରେ ୨୫ ବର୍ଷ ମଧ୍ୟରେ ଏପ୍ରିଲ ୩ରେ ଆସିଥିବା ଭୂମିକମ୍ପ ସବୁଠାରୁ ଶକ୍ତିଶାଳୀ ଥିଲା । ଏହି ଭୟଙ୍କର ଭୂମିକମ୍ପରେ ପ୍ରାୟ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥିରେ ଅନେକ ଲୋକ ନିଖୋଜ ଥିବା ମଧ୍ୟ କୁହାଯାଉଛି, ଯେଉଁଥିରେ ଦୁଇ ଭାରତୀୟ ମଧ୍ୟ ସାମିଲ ଥିଲେ ।…

ତାଇଓ୍ଵାନ ପରେ ଥରିଲା ଜାପାନ, ୬.୩ ତୀବ୍ରତାର ଭୂକମ୍ପ ଝଟକା

ସକାଳୁ ସକାଳୁ ଥରିଲା ଜାପାନ । ତାଇୱାନ୍ ପରେ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ । ରିକ୍ଟର ସ୍କେଲରରେ ଭୂକମ୍ପର ତୀବ୍ରତା ୬.୦୩ ମାଗନିଚ୍ୟୁଡ୍ ରେକର୍ଡ଼ କରାଯାଇଛି । ତେବେ ଏନେଇ କ୍ଷୟକ୍ଷତି ବିଷୟରେ କିଛି ଜଣାପଡ଼ିନାହିଁ । ପୂର୍ବ ଉପକୂଳ ହନସୁ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।…

ତାଇଓ୍ଵାନରେ ଭୂମିକମ୍ପ ପରେ ଚୀନରେ ଝଡ଼ତୋଫାନ ଓ କୁଆପଥର ବର୍ଷା, ୭ ମୃତ; ଅନେକ ଘର କ୍ଷତିଗ୍ରସ୍ତ

ତାଇୱାନରେ ଆଜି ସକାଳେ ଭୟଙ୍କର ଭୂମିକମ୍ପ ପରେ ପଡୋଶୀ ଦେଶ ଚୀନରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । ଏଥିରେ ପ୍ରାଥମିକ ରୂପେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । କହି ରଖୁଛୁ ଯେ ପୂର୍ବ ଚୀନର ଜିୟାଙ୍ଗସି ପ୍ରଦେଶରେ ଚଳିତ ସପ୍ତାହରେ ଝଡ଼ତୋଫାନ ଏବଂ କୁଆପଥର ବର୍ଷା ହାହାକାର…

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ସୁନାମୀ ଆଲର୍ଟ ଜାରି କଲା ଜାପାନ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ତାଇୱାନ ରାଜଧାନୀ ତାଇପେଇ। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭ ଦଶମିକ ୪ ରେକର୍ଡ ହୋଇଛି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି ।  ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି  ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହୁଆଲିନ ସହର । ଏକାଧିକ ସ୍ଥାନରେ…

ପାପୁଆ ନ୍ୟୁ ଗିନିରେ ଭୟଙ୍କର ଭୂକମ୍ପ, ତୀବ୍ରତା ୬.୯

ପାପୁଆ ନ୍ୟୁ ଗିନିରେ ରବିବାର ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ୍(GFZ) ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ଼ କରାଯାଇଛି । ଭୂକମ୍ପ ଝଟକା ସକାଳୁ ସକାଳୁ ହୋଇଥିଲା । ଇଣ୍ଡୋନେସିଆ ନିକଟବର୍ତ୍ତୀ ଏବଂ ପ୍ରଶାନ୍ତ…

ଭୂକମ୍ପରେ ଦୋହଲିଲା ମହାରାଷ୍ଟ୍ର ଓ ଅରୁଣାଚଳପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ଓ ୩.୬ ରେକର୍ଡ

ନୂଆଦିଲ୍ଲୀ : ଭୂମିକମ୍ପର ଡବଲ ଝଟକା । ସକାଳୁ ସକାଳୁ ଦୋହଲିଲା ମହାରାଷ୍ଟ ଓ ଅରୁଣାଚଳପ୍ରଦେଶ। ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଆଜି ସକାଳୁ ସକାଳୁ ଲାଗାତାର ଭାବେ ଦୁଇ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଗୁରୁବାର ଦିନ ଅରୁଣାଚଳ…

ଗୁଜରାଟ ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା, କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟକା । ସୋମବାର ରାତି ୩ଟା ସମୟରେ କଚ୍ଛର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୩.୨ ରହିଛି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଖବର ମିଳିଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ହିମାଚଳ ପ୍ରଦେଶ…

ଲଦାଖର କାରଗିଲ୍‌ ଜେଲରେ ଭୂକମ୍ପ, ତୀବ୍ରତା ୫.୨

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର କାରଗିଲ ଜେଲରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୨ ବୋଲି ଜଣାପଡିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୨ ମାପ କରାଯାଇଛି । ଭୂକମ୍ପ ରାତି ୯.୨୧ ମିନିଟରେ ଆସିଥିଲା ।…

ଆସିଗଲା ଆର୍ଥକ୍ୱେକ୍‌ ପ୍ରୁଫ୍‌ ବେଡ୍‌, ଜାଣନ୍ତୁ କିପରି ଭୂକମ୍ପରୁ ସୁରକ୍ଷା ଦେବ ଏହି ବିଛଣା

ଦିନକୁ ଦିନ ଟେକ୍ନୋଲୋଜି ଡେଭଲପ୍‌ ହେଉଛି । ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଟେକ୍ନିସିଆନ୍‌ ମାନେ ବିଭିନ୍ନ ପ୍ରକାରର ଡିଭାଇସ୍‌ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଭୂକମ୍ପ ଆସିବା ପୂର୍ବରୁ ପୂର୍ବାନୁମାନ କରି ପାରୁଥିବା ଭଳି ଡିଭାଇସ୍‌ ଏପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇ ନାହିଁ ।…

ଗୁଜରାଟର କଚ୍ଛରେ ଭୂମିକମ୍ପ, ତୀବ୍ରତା ୪.୦

ଗୁଜରାଟର କଚ୍ଛରେ ରବିବାର ଅପରାହ୍ନରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମପାଯାଇଛି । କେତେକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭଚାଉଠାରୁ ୨୧ କିଲୋମିଟର ଉତ୍ତର-ପୂର୍ବରେ ଥିଲା । ଭୂମିକମ୍ପ ଝଟ୍‌କା ଅନୁଭବ…