ହିମାଚଳରେ ବର୍ଷା ଓ ବରଫ ପାତ ସାଙ୍ଗକୁ ଭୂମିକମ୍ପ
ଶୀତ ୠତୁ ଶେଷ ଭାଗରେ ବର୍ଷା ଓ ବରଫ ପାତର ଶିକାର ହୋଇଥିବା ହିମାଚଳ ପ୍ରଦେଶକୁ ଝଟ୍କା ଦେଇଛି ଭୂମିକମ୍ପ । ରାଜ୍ୟର କିନୋର ଜିଲ୍ଲାରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । କିନୋର ଜିଲ୍ଲାରେ ଭୂଗର୍ଭରୁ ପ୍ରାୟ…